53 ଜିସୁ ଟିକ୍ ସେବେଲାସେ ତର୍ ପିଲା ନିମାନ୍ ଅଇଲାବେ ବଲି କଇରଇଲାଟା ସେ ମୁକିଅ ଲକ୍ ମନେପାକାଇଲା । ସେଟାର୍ପାଇ ସେ ଲକ୍ ଆରି ତାର୍ ଗରର୍ ସବୁ ଲକ୍ ଜିସୁକେ ବିସ୍ବାସ୍ କଲାଇ ।
ଜିସୁ ସନିଅମନର୍ ମୁକିଅକେ କଇଲା, “ତୁଇ ଏବେ ଗରେ ଜା । ତୁଇ ଜେନ୍ତି ବିସ୍ବାସ୍ କଲୁସ୍ନି ସେନ୍ତାରିସେ ଅଇସି ।” ସମାନ୍ ସେ ବେଲାଇସେ ତାର୍ ଗତିଦାଙ୍ଗ୍ଡା ପୁରାପୁରୁନ୍ ନିକ ଅଇଗାଲା ।
ଜିସୁ ଜକିୟକେ କଇଲା, “ଆଜି ଏ ଗରେ ମୁକ୍ତି ମିଲ୍ଲା । କାଇକେବଇଲେ ଏ ମିସା ଗଟେକ୍ ଅବ୍ରାଆମର୍ ନାତିତିତି ।
ସେ ଗରେ ଗାଲାବେଲେ ତାର୍ କେତେଟା ଗତି ଦାଙ୍ଗ୍ଡାମନ୍ ତାକେ ବେଟ୍ପାଇକରି, “ତର୍ ପିଲା ନିମାନ୍ ଅଇଲାବେ” ବଲି କଇଲାଇ ।
ସେ ଲକ୍ ତାର୍ ଗତିଦାଙ୍ଗ୍ଡାମନ୍କେ ପାଚାର୍ଲା, “ପିଲା କେଡେବେଲେ ନିମାନ୍ ଅଇଲା ?” ଗତିଦାଙ୍ଗ୍ଡାମନ୍, “କାଲି ଗଁଟେ ବେଲେ ନିମାନ୍ ଅଇଲା” ବଲି କଇଲାଇ ।
ସେ ଆସି ତମ୍କେ ସିକିଆ ଦେଇସି ଆରି ସିତିଅନି ତମ୍କେ ଆରି ତମର୍ ଗରର୍ ଲକ୍କେ ପର୍ମେସର୍ ରକିଆ କର୍ସି ।
ବିସ୍ବାସ୍ କଲାପଚେ, ସେ ଆରି ତାର୍ କୁଟୁମର୍ ଲକ୍ ଡୁବନ୍ ନେଲାଇ । ତାର୍ ପଚେ ସେ ଆମ୍କେ ଡାକିକରି କଇଲା, “ଜଦି ସତଇସେ ମୁଇ ମାପ୍ରୁକେ ବିସ୍ବାସ୍ କଲିନି ବଲି ତମେ ବାବ୍ଲାସ୍ନି, ତେବେ ଆସି ମର୍ ଗରେ ରୁଆ ।” ସେ ଏନ୍ତି କଇ ଆମ୍କେ ତାର୍ ଗରେ ଜିବାକେ ସୁତ୍ରାଇଲା ।
ତାର୍ପଚେ ସେ ପାଉଲ୍ ଆରି ସିଲାକେ ତାକର୍ ଗରେ ଡାକିନେଇ କାଇବାକେ ଦେଲା । ତେଇ ପରମେସର୍କେ ବିସ୍ବାସ୍ କଲାର୍ ପାଇ ସେ ଆରି ତାର୍ କୁଟୁମର୍ ସବୁ ଲକ୍ମନ୍ ସାର୍ଦା ଅଇଗାଲାଇ ।
ପାର୍ତନା ଗରର୍ ମୁକିଅ କିରିସ୍ପସ୍ ଆରି ତାର୍ କୁଟୁମର୍ ସବୁ ଲକ୍ ମାପ୍ରୁର୍ତେଇ ବିସ୍ବାସ୍ କଲାଇ ଆରି କରନ୍ତିଅର୍ ଅଦିକ୍ ଅଦିକ୍ ଲକ୍ ପାଉଲର୍ ସିକିଆ ସୁନି ବିସ୍ବାସ୍ କଲାଇ ଆରି ପାନିତେଇବୁଡି ଡୁବନ୍ ନେଲାଇ ।
ଏ ସପତ୍ ତମର୍ପାଇ ଆରି ତମର୍ ପିଲାମନର୍ପାଇ । ଆରି ଇତିଅନି ଦୁରିକେ ରଇବା ସବୁର୍ପାଇ । ଜନ୍ ସବୁଲକ୍କେ ସେ, ତାର୍ ଲଗେ ଡାକ୍ଲାନି ।”