5 ଆରି ଜାକୁବ୍ ତାର୍ ନିଜର୍ ପିଲା ଜସେପ୍କେ ଜନ୍ ଜାଗା ଦାନ୍ ଦେଇରଇଲା, ସେ ଲଗେ ସମିରଣ୍ ଗଡର୍ ଗଟେକ୍ ସୁକାର୍ ନାଉଁର୍ ଜାଗାଇ ଜିସୁ ଆସି କେଟ୍ଲା ।
ସେ ଜିବା ଆଗ୍ତୁ କେତେଟା ଲକ୍ମନ୍କେ ପାଟାଇଲା । ସେମନ୍ ଜାଇକରି ଜିସୁର୍ପାଇ ସବୁ କର୍ବାକେ ସମିରଣିୟମନର୍ ଗଟେକ୍ ଗାଏଁ କେଟ୍ଲାଇ ।
ତୁଇ କାଇ ଆମର୍ ଆନିଦାଦି ଜାକୁବର୍ତେଇ ଅନି ବଡ୍ କି ? ଜାକୁବ୍ ଆମ୍କେ ଏ କୁଇସାଲ୍ ଦେଇରଇଲା । ସେ ନିଜେ ମିସା ଏ କୁଇସାଲର୍ ପାନି କାଇତେରଇଲା । ତାର୍ ଗରର୍ ଲକ୍ମନ୍ ଆରି ସେ ପସିରଇଲା ଗରୁଗାଇମନ୍ ଇତିର୍ ପାନି କାଇଲାଇ” ବଲି କଇଲା ।
ସେ ସଅରର୍ କେତେକ୍ କେତେକ୍ ସମିରଣିୟମନ୍ ଜିସୁକେ ବିସ୍ବାସ୍ କଲାଇ । କାଇକେବଇଲେ, ସେ ମାଇଜି ସେମନ୍କେ କଇରଇଲା । ଆଗେ ମୁଇ ଜାଇଜାଇଟା କରିରଇଲି, ସେ ସବୁ କାତା ସେ ମକେ କଇଦେଲା ।
ସେ ଜାଗାଇ ଜାକୁବର୍ ଗଟେକ୍ କୁଇସାଲ୍ ରଇଲା । ଜିସୁ ଇଣ୍ଡି ଇଣ୍ଡି ତାକି ଜାଇକରି କୁଇସାଲ୍ ଲଗେ ବସି ରଇଲା । ସେବେଲା ଟିଆମୁଇଦାନ୍ ଅଇରଇଲା ।
ସେଡ୍କିବେଲେ ତାର୍ ସିସ୍ମନ୍ କାଦି ଗେନ୍ବାକେ ଗଡ୍ ବିତ୍ରେ ଜାଇରଇଲାଇ ଆରି ଜିସୁ ଗଟେକ୍ ଲକ୍ ସେ ରଇଲା ।