43 ଜିସୁ ତେଇ ଦୁଇ ଦିନ୍ ରଇଲା ପଚେ ଗାଲିଲି ରାଇଜେ ଗାଲା ।
ତାର୍ ପଚେ, ସେ ନାଜରିତ୍ ଚାଡି କରି ସବ୍ଲୁନର୍ ଆରି ନପ୍ତାଲିନ୍ ନାଉଁର୍ ଜାଗା ଲଗେ ରଇବା ଗାଡ୍ କଣ୍ଡି ରଇଲା, କପରନାଉମେ ଜାଇ ବାସା କଲା ।
ତାର୍ ପଚେ ଆନ୍ଦ୍ରିୟ ସିମନ୍ପିତର୍କେ ଜିସୁର୍ ଲଗେ ଡାକି ଆନ୍ଲା । ଜିସୁ ତାକେ ଦେକି କଇଲା, “ତମେ ସିମନ୍, ଜଅନର୍ ପିଲା ଏବେଅନି ତକେ କେପା ବଲି ଡାକ୍ବାଇ ।” କେପାର୍ ଅରତ୍ ଅଇଲାନି ପିତର୍ ଆରି ପିତରର୍ ଅରତ୍ ଅଇଲାନି ରାଙ୍ଗ୍ନି ପାକ୍ନା ।
ଆରି ସମିରଣିୟ ଲକ୍ମନ୍ ଜିସୁର୍ ଲଗେ ଆସି ତାର୍ ସଙ୍ଗ୍ କେତେ ଦିନ୍ ରଇବାକେ ଗୁଆରି କଲାଇ, ସେଟାର୍ପାଇ ସେ ତେଇ ଦୁଇ ଦିନ୍ ରଇଲା ।
ଆରି ଗଟେକ୍ ବବିସତ୍ବକ୍ତା ନିଜର୍ ଦେସେ ସନ୍ମାନ୍ ନ ପାଏ ବଲି ଜିସୁ ଆଗ୍ତୁସେ ତାର୍ ସିସ୍ମନ୍କେ କଇରଇଲା ।
ଜିସୁ ଗାଲିଲିର୍ କାନା ନାଉଁର୍ ଗଡେ ଆରି ତରେକ୍ ଗାଲା । ସେ ଗଡେସେ ପାନି ଅଙ୍ଗୁର୍ ରସ୍ କରିରଇଲା । ତେଇ ରମିଅ ସାସନ୍କାରିଆର୍ ଗଟେକ୍ ମୁକିଅ ଲକର୍ ପଅ କପର୍ନାଉମେ ଜର୍ ଅଇରଇଲା ।
କିରିସ୍ଟ ଜିଉଦିମନର୍ଲଗେ ଗଟେକ୍ ଗତିଦାଙ୍ଗ୍ଡାପାରା ଅଇଲା । ପର୍ମେସର୍ ତାକର୍ ଆନିଦାଦିମନ୍କେ ଜନ୍ କାତା ଦେଇରଇଲା, ସେଟା ସତ୍ସଙ୍ଗ୍ ସେ ପୁରାପୁରୁନ୍ କର୍ସିଆକା ବଲି ଦେକାଇବାକେ ସେନ୍ତାରି କରିରଇଲା ।