37 କାଇକେବଇଲେ ଗଟେକ୍ ଲକ୍ ବିଅନ୍ ବୁନ୍ଲେ ସେଟା ବିନ୍ ଲକ୍ କାଟ୍ସି । ଏ କାତା ପୁରାପୁରୁନ୍ ସତ୍ ।
ତୁଇ ସାସନ୍ କର୍ବା ଲକ୍ ବଲି ଡରିକରି ମୁଇ ସେଟା ନେଇ ବେବାର୍ କରିନାଇ । କାଇକେବଇଲେ ଜାକେ ଦେଇ ନ ରଉସ୍ ତାର୍ତେଇଅନି ମାଙ୍ଗିନେଇସୁ । ଆରି ଜନ୍ତି ବୁନି ନ ରଉସ୍ ତେଇଅନି କାଟି ନେଇସୁ ।”
ମୁଇ ତମ୍କେ ସତ୍ କଇଲିନି, ଜେ ମକେ ବିସ୍ବାସ୍ କର୍ସି ସେ, ମୁଇ କର୍ବା ଏନ୍ତି କାମ୍ମନ୍ କର୍ସି ଆରି ମର୍ତେଇଅନି ଅଦିକ୍ ବଡ୍ ବଡ୍ କାମ୍ମନ୍ ମିସା କର୍ସି । କାଇକେ ବଇଲେ ମୁଇ ମର୍ ବାବାର୍ ଲଗେ ଗାଲିନି ।
ଏବେ ମିସା ଜନ୍ ଲକ୍ ତାସ୍ କାଟ୍ଲାନି ତାକେ ବୁତି ଦିଆ ଅଇଲାନି, ସେ ନ ସାର୍ବା ଜିବନର୍ ପାଇ ତାସ୍ ଟୁଲିଆଇଲାନି । ସେଟାର୍ ପାଇ ବୁନ୍ଲା ଲକ୍ ଆରି କାଟ୍ବା ଦୁଇ ଲକ୍ଜାକ ମିସି ସାର୍ଦା କର୍ବାଇ ।
ତମେ ଜନ୍ତି ବୁନି ନ ରଇଲାସ୍ ତେଇ କାଟ୍ବାକେ ପାଟାଇଆଚି । ବିନ୍ ଲକ୍ମନ୍ କାମ୍କଲାଇ ଆରି ତମେ ସେମନ୍ କଲା କାମେଅନି ଲାବ୍ ପାଇଲାସ୍ନି ।”