33 ସେଟାର୍ ପାଇ ସିସ୍ମନ୍ ନିଜର୍ ନିଜର୍ ବିତ୍ରେ କୁଆବଲା ଅଇଲାଇ, “ତାର୍ପାଇ କେ କାଦି ଆନିଦେଲାଇ ଆଚତ୍ କି ?”
ସାକାଲ୍ ପାଇଲାକେ, ଜିସୁ ସିସ୍ମନ୍କେ ଲଗେ ଡାକି ସେମନର୍ ବିତ୍ରେଅନି ବାର ଲକ୍କେ ବାଚ୍ଲା, ଆରି ସେମନ୍କେ ପେରିତ୍ ବଲି ନାଉଁ ଦେଲା ।
ମାତର୍ ସିସ୍ମନ୍ ସେ କାତା ବୁଜିନାପାର୍ଲାଇ, ଆରି ସେଟା ତାକର୍ଟାନେଅନି ଲୁଚିରଇଲା । ତେବର୍ପାଇ ସେମନ୍ ଏଟା ବୁଜିନାପାର୍ଲେ ମିସା ଜିସୁକେ ପାଚାର୍ବାକେ ଡର୍ତେରଇଲାଇ ।
ତାକର୍ ବିତ୍ରେଅନି ଗଟେକ୍ ଲକ୍ ଅଇଲାନି ସିମନ୍ ପିତରର୍ ବାଇ, ଆନ୍ଦ୍ରିୟ ।
ଜିସୁ ଆରି ତାର୍ ସିସ୍ମନ୍କେ ମିସା ସେ ବିବାତେଇ ଡାକି ରଇଲାଇ ।
ମାତର୍ ଜିସୁ ସେମନ୍କେ କଇଲା, “ମର୍ ଲଗେ ଜନ୍ କାଦି ଆଚେ, ସେ କାଦିର୍ ବିସଇ ତମେ ନାଜାନାସ୍ ।”