26 ଜିସୁ ତାକେ କଇଲା, “ଏବେ ତର୍ ସଙ୍ଗ୍ ଜେ କାତା ଅଇଲାନି, ମୁଇ ସେ ।”
ସେ ମସିଅ ବଲି କାକେ ନ କଇବାକେ, ସିସ୍ମନ୍କେ ଡାଟ୍କଲା ।
ମର୍ ନିଜର୍ ଦନ୍, ମୁଇ ଜେନ୍ତି ମନ୍ କଲିନି, ସେନ୍ତି କର୍ଚ କର୍ବାକେ ମର୍କାଇ ଅଦିକାର୍ ନାଇ କି ? କି ମୁଇ ଦାନ୍ ଇସାବେ ଦେଲିନି ବଲି ଆଁକାର୍ ଅଇଲାସ୍ନି ?”
ଆରି ଦେକା, ସାରାସାରି ରଇଲା ଲକ୍ ଆଗ୍ତୁ ଅଇବାଇ ଆରି ଆଗ୍ତୁ ରଇବା ଲକ୍ମନ୍ ପଚେ ଅଇଜିବାଇ ।”
ଏବେ ଏ ଗଟ୍ନା ଅଇବା ଆଗ୍ତୁସେ ମୁଇ ତମ୍କେ ଏ କାତା କଇଲିନି । ଜେଡେବେଲା ଏ ଗଟ୍ନା ଗଟ୍ସି, ତମେ ମୁଇ ମସିଅ ବଲି ବିସ୍ବାସ୍ କର୍ସା ।
ତମେ ନିଜର୍ ନିଜର୍ ପାପ୍ କେମା ନ କରାଇଅଇତେ ମର୍ସା ବଲି ମୁଇ ତମ୍କେ କଇରଇଲି । ନିଜେ ମୁଇ ସେ । ଏଟାକେ ବିସ୍ବାସ୍ ନ କଲେ, ତମେ ନିଜର୍ ପାପେ ସେ ମର୍ସା ।”
ସେଟାର୍ପାଇ ସେ ସେମନ୍କେ କଇଲା, “ତମେ ନର୍ପିଲା ମକେ କୁର୍ସେ କୁଟି ମାରି ଉଟାଇଲାବେଲେ ଜାନ୍ସା, ସେ ନିଜେ ମୁଇ ସେ । ମୁଇ ନିଜର୍ ଅଦିକାରେ କାଇଟା କରି ନାପାରି, ମର୍ ବାବାର୍ ଟାନେଅନି ଜାଇଟା ସିକ୍ଲି ଆଚି, ସେଟାସେ କଇଲିନି, ସେଟା ତମେ ବୁଜ୍ସା ।