22 ତମେ ସମିରଣ୍ ଲକ୍ମନ୍ ଜାକେ ଉପାସନା କଲାସ୍ନି ତାକେ ସତଇସେ ନାଜାନାସ୍ । ମାତର୍ ଆମେ ଜିଉଦି ଲକ୍ମନ୍ ତାକେ ଜାନିକରି ଉପାସନା କଲୁନି । କାଇକେ ବଇଲେ ମୁକ୍ତି ଜିଉଦି ଲକ୍ମନର୍ ତେଇଅନି ଆଇସି ।
ଆରି ଜିରୁସାଲମେଅନି ଆରାମ୍ କରି ସବୁ ଦେସର୍, ସବୁ ଜାତିର୍ ଲକ୍ମନ୍କେ ମର୍ ନାଉଁଦାରି ପାପ୍ କେମା କରାଇ, ମନ୍ ବଦ୍ଲାଇବାକେ କଇବାର୍ ଆଚେ ।
କାଇକେବଇଲେ, ମୁଇ ତମର୍ ନଅରେ ବୁଲି ଦେକ୍ଲା ବେଲେ, ତମର୍ ପୁଜା କର୍ବା ଜାଗାମନ୍ ଦେକ୍ଲି । ତେଇ ଗଟେକ୍ ବେଦି ରଇଲା । ଗଟେକ୍ ନ ଜାନ୍ଲା ଦେବ୍ତାକେ, ଲେକାରଇଲାଟା ମିସା ଦେକ୍ଲି । ତମେ ଜାକେ ନାଜାନି ପୁଜାକଲାସ୍ନି । ଏବେ ତାର୍ ବିସଇ ତମ୍କେ ଜାନାଇଲିନି ।
ଲକ୍ମନ୍ ପରମେସର୍କେ ଜାନି ନ ରଇଲା ବେଲେ, ସେ ଦସ୍ ଦାରି ନ ରଇଲା, ମାତର୍ ଏବେ ସବୁ ଜାଗାର୍ ସବୁ ଲକ୍ମନ୍କେ, ସେମନର୍ ପାପ୍ ବାଟେଅନି ବାଅଡ୍ବାକେ ଆଦେସ୍ ଦେଲାନି ।
ସେଟାର୍ପାଇ ପରମେସର୍ ତାର୍ ସେବାକାରିଆକେ ବାଚ୍ଲା ଆରି ତମ୍କେ ସବୁ ଲକ୍କେ ବାନିଆ ବାଟେଅନି ବାଉଡାଇଆନ୍ବାକେ ଆରି ଆସିର୍ବାଦ୍ କର୍ବାକେ ପର୍ତୁମ୍ ତାକେ ତମର୍ ଲଗେ ପାଟାଇଲା ।”
ସେଟାର୍ ପାଇ ତମେ ଜିଉଦିମନର୍ ଟାନେଅନି ବଡ୍ ବଲି ବାବାନାଇ । କାଇକେବଇଲେ ତମେ ଅବ୍କା କେନ୍ଦାସେ ଆରି କେନ୍ଦାମନର୍ କାଦି ଗଚର୍ ଚେରେଅନିସେ ଆଇସି । ଚେରର୍ କାଦି କେନ୍ଦାଇଅନି ନ ଆସେ ।
ଜିଉଦା ତାର୍ ଆନିଦାଦି ରଇଲା । ମସା ଦେଇରଇବା କାତାଇ ମିସା ଜିଉଦାର୍ ନାତିତିତିମନ୍ ପୁଜାରି ଅଇବା ବିସଇ କାଇଟା କଏ ନାଇ ।