20 ଆମର୍ ସମିରଣିୟ ଆନିଦାଦିମନ୍ ପର୍ମେସର୍କେ ଏ ଡଙ୍ଗ୍ରେ ଉପାସନା କର୍ତେ ରଇଲାଇ । ମାତର୍ ତମେ ଜିଉଦି ଲକ୍ମନ୍ କଇଲାଇନି ଜିରୁସାଲମ୍ସେ ପର୍ମେସର୍କେ ଉପାସନା କର୍ବା ଟିକ୍ ଜାଗା ।”
ମାତର୍ ଜିସୁ ଜିରୁସାଲାମ୍ ଜିବାକେ ମନ୍କଲାଆଚେ ବଲି ଜାନିକରି, ତାକେ ଡାକି ବସାଅତ୍ନାଇ ।
ତୁଇ କାଇ ଆମର୍ ଆନିଦାଦି ଜାକୁବର୍ତେଇ ଅନି ବଡ୍ କି ? ଜାକୁବ୍ ଆମ୍କେ ଏ କୁଇସାଲ୍ ଦେଇରଇଲା । ସେ ନିଜେ ମିସା ଏ କୁଇସାଲର୍ ପାନି କାଇତେରଇଲା । ତାର୍ ଗରର୍ ଲକ୍ମନ୍ ଆରି ସେ ପସିରଇଲା ଗରୁଗାଇମନ୍ ଇତିର୍ ପାନି କାଇଲାଇ” ବଲି କଇଲା ।