ଜଅନ୍ 3:33 - ସତିଅର୍ ବାଟ୍ ନୁଆ ନିୟମ୍ 202033 ଜେ ତାର୍ କଇରଇବା କାତା ନାମ୍ସି, ସେ ପର୍ମେସର୍ ସତ୍ଟା ବଲି ନାମ୍ସି । အခန်းကိုကြည့်ပါ။ |
ସୁନତ୍ ଅଇବା ଆଗ୍ତୁ, ଅବ୍ରାଆମର୍ ବିସ୍ବାସ୍ ଲାଗି ପରମେସର୍ ତାକେ ଦରମ୍ ଲକ୍ ଇସାବେ ଡାକି ରଇଲା । ଏଟା ଜାନାଇବାକେ ଗଟେକ୍ ଚିନ୍ପାରା ଅବ୍ରାମ୍ ଏ ସୁନତ୍ବିଦି କର୍ବାଟା ନାମି ରଇଲା । ଜେନ୍ତାର୍କି ଜନ୍ ଲକ୍ମନ୍ ସୁନତ୍ ନ ଅଇକରି ମିସା, ବିସ୍ବାସ୍ କର୍ବାଇ, ସେମନ୍ ଦରମ୍ଲକ୍ ବଲି ଏଜାଇ ଅଇବାଇ । ସେଟାର୍ପାଇ ଗାଗଡ୍ ଇସାବେ ଅବ୍ରାଆମ୍ ସେମନର୍ ବାବା ବଲାଇଅଇସି,