25 ସେବେଲା ଗଟେକ୍ ଜିଉଦି ଲକ୍ ଆରି ଜଅନର୍ ସିସ୍ମନ୍ ଅସୁକଲ୍ଅନି ରିତିନିତି ଇସାବେ ସୁକଲ୍ ଅଇବା ବିସଇ ନେଇ ତାକର୍ ବିତ୍ରେ ଦଦାପେଲା ଅଇତେ ରଇଲାଇ ।
ମୁଇ ସିନା ତମ୍କେ ପାପେଅନି ମନ୍ ବଦ୍ଲାଇଲାଟା ଦେକାଇଅଇବାକେ ବଲି ପାନିତେଇ ଡୁବନ୍ ଦେଲିନି, ମାତର୍ ମର୍ ପଚେ ଜେ ଆଇଲାନି, ସେ ମର୍ତେଇ ଅନି ଅଦିକ୍ ବପୁଟା । ତାର୍ ପାଦର୍ ପାଣ୍ଡଇ ମିସା ଦାରି ନେବାର୍ ମର୍ ଅଦିକାର୍ ନାଇ, ସେ ତମ୍କେ ସୁକଲ୍ଆତ୍ମାଇ ଆରି ଜଇଟାନେ ଡୁବନ୍ ଦେଇସି ।
“ତମେ ପର୍ମେସରର୍ ଆଦେସ୍ ଇନ୍କରି ନର୍ଲକର୍ ରିତିନିତି ଦାରି ବସିଆଚାସ୍ ।”
ସେ ଜାଗାଇ ବଡ୍ ବଡ୍ ପାକ୍ନା ସଙ୍ଗ୍ ତିଆର୍ କଲା ଚଅଟା କୁଣ୍ଡ୍ ରଇଲା । ଜିଉଦି ଲକ୍ମନ୍ ସୁକଲ୍ ଅଇବାକେ ସେମନର୍ ରିତିନିତି ଇସାବେ ଏ କୁଣ୍ଡର୍ ପାନି କାମେ ଲାଗାଇତେ ରଇଲାଇ । ଗଟେକ୍ ଗଟେକ୍ କୁଣ୍ଡେ ସଏ ଲିଟର୍ ଲାକା ପାନି ଦାର୍ତେ ରଇଲା ।
ଡୁବନ୍ ବିସଇର୍ ସିକିଆ ଦେବାଟା, ଆତ୍ ସଙ୍ଗଇକରି ପାର୍ତନା କର୍ବାଟା, ମଲା ଲକ୍ମନ୍ ଆରିତରେକ୍ ବଁଚ୍ବାଟା ଆରି ଲକ୍ମନ୍କେ ସବୁଦିନର୍ପାଇ ରଇବା ପର୍ମେସରର୍ ନ ସାର୍ବା ବିଚାର୍ନା ।
କାଇକେବଇଲେ ସେଟା ସବୁ ଗାଗଡର୍ ଲାଗି ରଇବା ନିୟମ୍ ରଇଲା । ଜେନ୍ତାରି କି, କାଇଟା କାଇଅଇସି, କାଇଟା ପିଇ ଅଇସି ଆରି ସେ ସବୁ ନିକ ସଙ୍ଗ୍ ଦଇବା ବିସଇ, ବାଇରେ ଦେକାଅଇବା ରିତିନିତି ସେ । ପରମେସରର୍ ନୁଆ ନିୟମ୍ ଟିକ୍ ଅଇବାଜାକ, ଏ ସବୁ କର୍ବାଟା ରଇଲା ।
ତେବର୍ପାଇ ଏ ସବୁ ବିସଇ ଜନ୍ଟା ସର୍ଗେ ରଇବା ବିସଇ ଚୁଚାଇସେ ଆଚେ । ଏଟା ସବୁ ପସୁମନର୍ ବନିସଙ୍ଗ୍ ସୁକଲ୍ କରାଇବାକେ ଦର୍କାର୍ ରଇଲା । ମାତର୍ ସରଗର୍ ବିସଇମନ୍କେ ସୁକଲ୍ କର୍ବାକେ ସର୍ପି ଅଇବାଟା ଅଦିକ୍ ନିକ ଅଇରଇବାର୍ ରଇଲା ।
ସେ ପାନି ଆମର୍ ଡୁବନ୍ ବିସଇ ଜାନାଇଲାନି । ତମେ ଡୁବନ୍ ନେଲାକେ ତମର୍ ଗାଗଡର୍ ମୁର୍କି ଦଇଅଇଲାର୍ ପାଇ ନଏଁ, ମାତର୍ ଗଟେକ୍ ନିକ ବିବେକ୍ ସଙ୍ଗ୍ ପର୍ମେସର୍କେ ଦେଇରଇଲା କାତାର୍ ଲାଗି ତମ୍କେ ମୁକ୍ତି କର୍ସି । ଜିସୁ କିରିସ୍ଟ ମଲାତେଇଅନି ଜିବନ୍ ଅଇକରି ଉଟ୍ଲାକେ ଏଟା ଅଇସି ।