23 ସେ ବେଲାଇ ଜଅନ୍ ମିସା ସାଲମ୍ ଗଡ୍ଲଗେ ଏନନ୍ ନାଉଁର୍ ଗଟେକ୍ ଗାଏଁ ଡୁବନ୍ ଦେଇତେ ରଇଲା । କାଇକେ ବଇଲେ ସେ ଜାଗାଇ ବେସି ପାନି ରଇଲା । ଆରି ଲକ୍ମନ୍ ଆସିକରି ଡୁବନ୍ ନେଇତେ ରଇଲାଇ ।
ଜଅନ୍ଟାନେ ଡୁବନ୍ ନେବାର୍ଲାଗି ବାରଇ ଆଇବା ଲକ୍ମନ୍କେ ସେ କଇଲା, “ଏ ବିସ୍ ରଇଲା ସାଁପର୍ ବଁସର୍ ଲକ୍ମନ୍, ଆଇବା ପର୍ମେସରର୍ କପେଅନି ପାଲାଇବାକେ ତମ୍କେ କେ ଚେତ୍ନା ଦେଲା ?
ତାର୍ ପଚେ ଜିସୁ ଆରି ତାର୍ ସିସ୍ମନ୍ ଜିଉଦା ଦେସେ ଗାଲାଇ ଆରି ସେ ଜାଗାଇ ରଇକରି ଲକ୍ମନ୍କେ ଡୁବନ୍ ଦେଲାଇ ।
ସେତ୍କି ଦିନ୍ ଜାକ ଜଅନ୍ ବନ୍ଦି ନ ଅଇରଇଲା ।
ତାର୍ ପାଦର୍ ରେଡି ପିତଲ୍ ପାରା ଜଗ୍ଜଗି ଜାଇତେରଇଲା, ଜନ୍ଟାକି ଜଇଟାନେ ପରିଚଲ୍ ଅଇ ସୁନ୍ଦର୍ କରି ରେତ୍ଲାପାରା । ଆରି ତାର୍ ସବଦ୍ ଅଦର୍ତେରଇବା ଜର୍ନା ପାନିର୍ ସବଦ୍ପାରା ଜବର୍ ସବଦ୍ ଅଇତେରଇଲା ।
ଆରି ସର୍ଗେ ଅନି ମୁଇ ଗଟେକ୍ ସବଦ୍ ସୁନ୍ଲି । ସେଟା ଗଟେକ୍ ଜବର୍ ଗଡ୍ଗଡି ଅଇ ବଡ୍ ସବଦର୍ ପାରା ଆରି ଜବର୍ ପାନି ଅଦର୍ଲାପାରା ରଇଲା । ବିଣା ବାଜ୍ଲେ ସବଦ୍ ଅଇବା ଗିତ୍ପାରା ସୁନି ଅଇଲା ।
ତାର୍ପଚେ ଗଟେକ୍ ଜବର୍ ମାନ୍ଦା ଲକର୍ପାରା ଆରି ବେସି ସବଦ୍ କରି ଉପ୍ରେ ଅନି ଅଦର୍ତେରଇବା ଗଟେକ୍ ଜଲାପାରା ଆରି ଗୁଡ୍ଗୁଡ୍ ଅଇ ଆଇବା ଗଡ୍ଗଡି ପାରା ଗଟେକ୍ ସବଦ୍ ସୁନ୍ଲି । ସେମନ୍ ଏନ୍ତାରି କଇତେରଇଲାଇ “ପର୍ମେସର୍କେ ଜୁଆର୍ କରା । ଆମର୍ ମାପ୍ରୁ ସବୁର୍ଟାନେଅନି ବପୁର୍ଟା । ଆମର୍ ପର୍ମେସର୍ ଅଇଲାନି ମାପ୍ରୁ ।”