ଜଅନ୍ 3:2 - ସତିଅର୍ ବାଟ୍ ନୁଆ ନିୟମ୍ 20202 ସେ ଦିନେକ୍ ରାତିଆ ଜିସୁର୍ ଲଗେ ଆସି କଇଲା, “ଏ ଗୁରୁ ଆମେ ଜାନୁ, ତମେ ପର୍ମେସର୍ ପାଟାଇରଇବା ଗଟେକ୍ ଗୁରୁ । କାଇକେ ବଇଲେ ଜଦି ଗଟେକ୍ ଲକର୍ ସଙ୍ଗ୍ ପର୍ମେସର୍ ନ ରଇଲେ, ତମେ ଜନ୍ ସବୁ କାବାଅଇଜିବା କାମ୍ମନ୍ କଲାସ୍ନି, ସେତ୍କି କାମ୍ମନ୍ କେ ମିସା କରିନାପାରତ୍ ।” အခန်းကိုကြည့်ပါ။ |