7 ଆରି ଜିସୁର୍ ମୁଣ୍ଡେ ଜନ୍ ଲୁଗା ଗୁଡିଆଇ କରି ବାନ୍ଦିରଇଲାଇ, ସେଟା ପାତଲ୍ ଲୁଗା ସଙ୍ଗ୍ ନ ଅଇକରି ଗଟେକ୍ ବିନ୍ଟାନେ ଗୁଡିଆଇଅଇ ରଇଲା ।
ମାତର୍ ଆରି ଗଟେକ୍ ଦାଙ୍ଗ୍ଡା ରାଜାର୍ ଲଗେ ଆସି କଇଲା, “ଏ ଆଗିଆଁ, ତମେ ଦେଇରଇଲା ସୁନାର୍ ଡାବୁ ଏଦେ ଦେକା, ଗଟେକ୍ ଗର୍ଣ୍ଡାଇ ଗୁଡିଆ ବାନ୍ଦି ସଙ୍ଗଇ ଦେଇରଇଲି ।
ଡାକ୍ଲା ଦାପ୍ରେ ମଲା ଲାଜାର୍ ବାରଇ ଆଇଲା । ତାର୍ ଆତେ ଗଡେ ମଡା ଲୁଗା ବାନ୍ଦାଅଇରଇଲା । ମୁଏ ମିସା ଗର୍ଣ୍ଡା ଗୁଡିଆଇ ଅଇରଇଲା । ଜିସୁ ସେମନ୍କେ କଇଲା “ତାକେ ବାନ୍ଦ୍ଲାଟା କୁସ୍ଲାଇ କରି, ଜିବାକେ ଦିଆସ୍ ।”
ସେମନ୍ ଦୁଇ ଲକ୍ ମିସିକରି ଜିଉଦିମନର୍ ରିତିନିତି ଇସାବେ ଜିସୁର୍ ଗାଗଡ୍ ନେଇ ବାସ୍ନା ଦିନ୍ସୁ ସଙ୍ଗ୍, ଡେଙ୍ଗ୍ ପଚିଆ ଗୁଡିଆଇ ଦେଲାଇ ।
ପଚେ ସିମନ୍ ପିତର୍ ମିସା ତାର୍ ପଚେ ପଚେ ଜାଇ କେଟ୍ଲା ଆରି ପାଆର୍ ବିତ୍ରେ ଜାଇ ତେଇ ଅଦ୍ରି ରଇଲା ଲୁଗା ଦେକ୍ଲା ।