5 ସେ ପାଆର୍ ବିତ୍ରେ ଲଇଁକରି ଏରି ଦେକ୍ଲାଜେ, ଏଦେ ଦେକା ! ତେଇ ଜିସୁର୍ ଗାଗ୍ଡେ ଗୁଡିଆଇ ଅଇରଇଲା ଲୁଗା ଅଦ୍ରିରଇଲାଟା ଦେକ୍ଲା । ମାତର୍ ସେ ବିତ୍ରେ ପୁରେନାଇ ।
ଡାକ୍ଲା ଦାପ୍ରେ ମଲା ଲାଜାର୍ ବାରଇ ଆଇଲା । ତାର୍ ଆତେ ଗଡେ ମଡା ଲୁଗା ବାନ୍ଦାଅଇରଇଲା । ମୁଏ ମିସା ଗର୍ଣ୍ଡା ଗୁଡିଆଇ ଅଇରଇଲା । ଜିସୁ ସେମନ୍କେ କଇଲା “ତାକେ ବାନ୍ଦ୍ଲାଟା କୁସ୍ଲାଇ କରି, ଜିବାକେ ଦିଆସ୍ ।”
ସେମନ୍ ଦୁଇ ଲକ୍ ମିସିକରି ଜିଉଦିମନର୍ ରିତିନିତି ଇସାବେ ଜିସୁର୍ ଗାଗଡ୍ ନେଇ ବାସ୍ନା ଦିନ୍ସୁ ସଙ୍ଗ୍, ଡେଙ୍ଗ୍ ପଚିଆ ଗୁଡିଆଇ ଦେଲାଇ ।
ମାତର୍ ମରିୟମ୍ ଜିସୁର୍ ଗାଗଡ୍ ସଙ୍ଗଇରଇଲା ପାଆର୍ ଲଗେ ଟିଆଅଇ କାନ୍ଦ୍ତେ ରଇଲା । ସେ କାନ୍ଦି କାନ୍ଦି ଲଇଁକରି ପାଆର୍ ବିତ୍ରେ ଦେକ୍ଲା,
ସେମନ୍ ଦୁଇ ଲକ୍ ମିସ୍ତେ ପାଲାଇତେ ରଇଲାଇ । ଆରି ସେ ବିନ୍ ସିସ୍ ପିତର୍କେ ପଚେ କରି ଆଗ୍ତୁ ସଙ୍ଗଇ ରଇଲା ଜାଗାଇ କେଟ୍ଲା ।
ପଚେ ସିମନ୍ ପିତର୍ ମିସା ତାର୍ ପଚେ ପଚେ ଜାଇ କେଟ୍ଲା ଆରି ପାଆର୍ ବିତ୍ରେ ଜାଇ ତେଇ ଅଦ୍ରି ରଇଲା ଲୁଗା ଦେକ୍ଲା ।