3 ସେଡ୍କି ବେଲେ ପିତର୍ ଆରି ସେ ସିସ୍, ଜିସୁକେ ସଙ୍ଗଇଲା ଜାଗାଇ ଜିବାକେ ବାରଇଲାଇ ।
ମାତର୍ ପିତର୍ ଅଦର୍ପଡ୍ ଅଇ ପାଲାଇ ପାଆରେ ଜାଇ ଏରି ଦେକ୍ଲା । ପାଆର୍ ବିତ୍ରେ ଏରି ଦେକ୍ଲାକେ ତେଇ ଜିସୁକେ ଗୁଡିଆଇଲା ଉଲ୍ଉଲା ପଚିଆ ଚାଡି ଆରି କାଇଟା ନ ରଇଲା । ପିତର୍ ସେ ଗଟ୍ନା ଦେକି କାବାଅଇ ଜାଇକରି, ଗରେ ବାଉଡି ଆଇଲା ।
ସେମନ୍ ଦୁଇ ଲକ୍ ମିସ୍ତେ ପାଲାଇତେ ରଇଲାଇ । ଆରି ସେ ବିନ୍ ସିସ୍ ପିତର୍କେ ପଚେ କରି ଆଗ୍ତୁ ସଙ୍ଗଇ ରଇଲା ଜାଗାଇ କେଟ୍ଲା ।