29 ଜିସୁ ତାକେ କଇଲା, “ତୁଇ ମକେ ଦେକିକରି ବିସ୍ବାସ୍ କଲୁସ୍ନି କି ? ମାତର୍ ଜନ୍ ଲକ୍ମନ୍ ମକେ ନ ଦେକିକରି ମିସା ବିସ୍ବାସ୍ କଲାଇନି, ସେମନ୍ କେତେ ସାର୍ଦା ପାଇବାଇ ! ”
“ତମେ କେଡେକ୍ ନିକ କରମର୍ ଲକ୍ ! ତମେ ଦେକି ପାର୍ଲାସ୍ନି ଆରି ସୁନି ପାର୍ଲାସ୍ନି !
ଜେ ବିସ୍ବାସ୍ କର୍ସି ତାର୍ କେଡେକ୍ ନିମାନ୍ କରମ୍, କାଇକେବଇଲେ ମାପ୍ରୁ ତାକେ ଜାଇଜାଇଟା କୁଆଅଇଲାଆଚେ, ସେ ସବୁଜାକ ଅଇସି ଆକା ।”
ତମା ଜିସୁକେ କଇଲା, “ଏ ମର୍ ମାପ୍ରୁ, ଏ ମର୍ ପର୍ମେସର୍ !”
ତାର୍ ପଚେ ସେ ବିନ୍ ସିସ୍ ଜେକି ଆଗ୍ତୁ କେଟି ରଇଲା ସେ ପାଆର୍ ବିତ୍ରେ ଜାଇକରି ସେଟା ସବୁ ଦେକିକରି ବିସ୍ବାସ୍ କଲା ।
ଜିସୁ ତାକେ କଇଲା, “ତମେ କାବା ଅଇଜିବାଟା ଆରି କେବେ ନ ଅଇଲା ପାରା କାମର୍ ଚିନ୍ମନ୍ ନ ଦେକ୍ଲେ କେବେ ମିସା ମକେ ବିସ୍ବାସ୍ ନ କରାସ୍ ।”
ଏ ଜଗତେ ରଇବା ଆମର୍ ଜିବନ୍, ପର୍ମେସର୍ଟାନେ ବିସ୍ବାସ୍ କରି ରଇଲୁନି । କାଇକେବଇଲେ ଜନ୍ ଜାଗାଇ ଆମେ ବାସା ଅଇବାକେ ଗାଲୁନି, ସେ ଜାଗା ଏବେଜାକ ଆମେ ଦେକୁ ନାଇତା ।
ତେବେ ବିସ୍ବାସ୍ ଆଲେ କାଇଟା ? ଜନ୍ ବିସଇର୍ ପାଇ ଆମେ ଆସା କଲୁନି, ସେଟା ସିଦ୍ ଅଇସି ଆକା ବଲି ଆମର୍ ମନେ ଜାନ୍ବାଟା ଅଇଲାନି ବିସ୍ବାସ୍ । ଆରି ଜନ୍ଟା ଆମେ ଦେକି ନାପାରୁ, ସତଇସେ ଆଚେ ବଲି ଜାନ୍ବାଟା, ମିସା ବିସ୍ବାସ୍ ।
ତାର୍ ବିସ୍ବାସର୍ ଲାଗି, ସେବେଲେ ସେ ମିସର୍ଦେସ୍ ଚାଡିଆଇଲା । କାଇକେବଇଲେ, ସେ ରାଜାର୍ ରିସା ଡରେନାଇ । ଆକିସଙ୍ଗ୍ ଦେକି ନାପାର୍ବା ପର୍ମେସର୍କେ ଦେକ୍ଲା ପାରା ସେ ଆରି ସେ ଦେସେ ବାଉଡେନାଇ ।
ତାକର୍ ବିସ୍ବାସର୍ ଲାଗି ସେମନ୍ ଡାକ୍ପୁଟା ଅଇଲାଇ । ଏଲେମିସା ପର୍ମେସର୍ କାତା ଦେଇରଇବାଟା ସେମନ୍ ମିଲାଅତ୍ ନାଇ ।
ଏବେ ତମେ ତାକେ ନ ଦେକିରଇଲେ ମିସା ଆଲାଦ୍ କଲାସ୍ନି ଆରି ବିସ୍ବାସ୍ କଲାସ୍ନି । ସେଟାର୍ପାଇ ତମର୍ ସାର୍ଦା ବେସି ବଡ୍ ।