20 ଜିସୁ ଏ କାତା କଇଲା ପଚେ ନିଜର୍ ଆତ୍ ଆରି ପାଞ୍ଜ୍ରା ଦେକାଇଲା । ସିସ୍ମନ୍ ମାପ୍ରୁକେ ଦେକିକରି ବେସି ସାର୍ଦା ଅଇଗାଲାଇ ।
ଏ କାତାସୁନି ସେମନ୍ ଦାପ୍ରେ କବର୍ଦେଲା ଟାନେଅନି ସିସ୍ମନର୍ ଲଗେ ପାଲାଇଲାଇ । ଡରିକରି ରଇଲେ ମିସା, ତାକର୍ ମନେ ବେସି ସାର୍ଦା ଜାନିପାର୍ତେ ରଇଲାଇ ।
ମୁଇ ତମ୍କେ ସତ୍ କାତା କଇଲିନି, ତମେ ସାତାରି ସାତାରି କାନ୍ଦ୍ସା, ମାତର୍ ଦୁନିଆର୍ ଲକ୍ମନ୍ ସାର୍ଦା ଅଇବାଇ । ତମେ ପର୍ତୁମ୍ ଦୁକ୍ ଅଇରଇସା ମାତର୍ ତମର୍ ଦୁକ୍ ସାର୍ଦାଇ ପୁରୁନ୍ ଅଇଜାଇସି ।
ସେନ୍ତାରିସେ ତମ୍କେ ମିସା ଅଇସି । ଏବେ ତମେ ଦୁକ୍ଅଇ ଆଚାସ୍, ମାତର୍ ଆରି ତରେକ୍ ମୁଇ ତମ୍କେ ଦେକାଇଅଇବି, ତାର୍ ପଚେ ତମେ ବେସି ସାର୍ଦା ଅଇସା । ଆରି କେମିସା ତମର୍ ସାର୍ଦା ତମର୍ଟାନେଅନି ଚାଡାଇ ନେଇ ନାପାରତ୍ ।
ମାତର୍ ଗଟେକ୍ ସନିଅ ଚେଲ୍ ସଙ୍ଗ୍ ତାର୍ ପାଞ୍ଜ୍ରା ତଲେ ବୁସ୍ଲା ଦାପ୍ରେ ବନି ଆରି ପାନି ବାରଇଲା ।
ସେଟାର୍ ପାଇ ତେଇ ରଇଲା ବିନ୍ ସିସ୍ମନ୍ ତମା ଆଇଲା ପଚେ କଇଲାଇ, ଆମେ ମାପ୍ରୁକେ ଦେକ୍ଲୁ ଆଚୁ । ମାତର୍ ତମା କଇଲା, “ମୁଇ ତାର୍ ଆତେ କୁଟିର୍ ଚିନ୍ ନ ଦେକ୍ତେ ଆରି ସେ ଚିନେ ମର୍ ଆଙ୍ଗ୍ଟି ନ ଚିଙ୍ଗ୍ଲାଇବା ଜାକ ଆରି ତାର୍ ପାଞ୍ଜ୍ରାଇ ଆତ୍ ନ ପୁରାଇବା ଜାକ ବିସ୍ବାସ୍ ନ କରି ।”
ତାର୍ ପଚେ ଜିସୁ ତମାକେ କଇଲା, “ତର୍ ଆଙ୍ଗ୍ଟି ଇତି ସଙ୍ଗଇ ମର୍ ଆତ୍ ଦେକ୍, ଆରି ମର୍ ପାଞ୍ଜ୍ରାଇ ଆତ୍ ପୁରାଇ ଦେକ୍ । ଆରି କେବେ ମିସା ବିସ୍ବାସ୍ କରିନାଇ ବଲି କଅ ନାଇ, ମାତର୍ ବିସ୍ବାସ୍ କର୍ ।”
ଜାକେ ଜିବନର୍ ବାକିଅ ବଲି କଇଲାଇନି, ତାର୍ ବିସଇ ତମ୍କେ ଲେକ୍ଲୁନି । କାଇଟା ତିଆର୍ ନ ଅଇତେ ପୁର୍ବେଅନି ସେ ରଇଲା । ତାର୍ ବାକିଅ ଆମେ ସୁନିଆଚୁ । ସେ କରିରଇବା କାମ୍ମନ୍ ଆମେ ଆଁକି ସଙ୍ଗ୍ ନିକ ଦେକି ଆଚୁ । ଆରି ଆମେ ତାକେ ଆତ୍ ସଙ୍ଗ୍ ଚିଇଲୁ ଆଚୁ ।