ଜଅନ୍ 20:15 - ସତିଅର୍ ବାଟ୍ ନୁଆ ନିୟମ୍ 202015 ଜିସୁ ତାକେ ପାଚାର୍ଲା “ଏ ମାଆ ତୁଇ କାଇକେ କାନ୍ଦ୍ଲୁସ୍ନି ? ତୁଇ କାକେ କଜ୍ଲୁସ୍ନି ?” ମରିୟମ୍ ଏ ଲକ୍ ବାଡର୍ କାମ୍ କରୁ ମାଲି ବଲି ବାବିକରି ତାକେ କଇଲା, “ଏ ଆଗିଆଁ, ତୁଇ କାଇ ଜିସୁର୍ ଗାଗଡ୍ ନେଇ ଆଚୁସ୍ କି ? ତାକେ ତୁଇ କନ୍ତି ସଙ୍ଗଇ ଆଚୁସ୍ ? ମକେ କଇଦେ, ମୁଇ ଜାଇକରି ତାକେ ଦାରିଜିବି ।” အခန်းကိုကြည့်ပါ။ |