14 ସେ ଏନ୍ତି କଇକରି ପାସଲ୍ଲା ବେଲେ, ତେଇ ଜିସୁ ଟିଆଅଇ ରଇଲାଟା ଦେକ୍ଲା । ମାତର୍ ମରିୟମ୍ ତାକେ ଜିସୁ ବଲି ଚିନି ନାପାର୍ଲା ।
ସେଦାପ୍ରେ ଜିସୁ ସେମନ୍କେ ବେଟ୍ଅଇ କଇଲା, “ତମ୍କେ ସାନ୍ତି ମିଲ !” ସେମନ୍ ଜିସୁର୍ ଲଗେ ଜାଇ ତାର୍ ପାଦ୍ ଦାରି ଜୁଆର୍ କଲାଇ ।
ତାର୍ପଚେ ଦୁଇଟା ସିସ୍ମନ୍ ଗଟେକ୍ ଗାଏଁ ଜିବାବେଲେ ଜିସୁ ସେମନ୍କେ ବିନ୍ ରୁପେ ଦେକାଇଅଇଲା । ସିସ୍ମନ୍ ତାକେ ଚିନି ନାପାର୍ଲାଇ ।
ଜିସୁ ମଲାଟାନେଅନି ଉଟ୍ଲା ଆଟର୍ ପର୍ତୁମ୍ ଦିନର୍ ସାକାଲେ ଜନ୍ ମାଇଜିଟାନେଅନି ଜିସୁ ସାତ୍ଟା ଡୁମାମନ୍କେ କେଦିରଇଲା, ମଗ୍ଦଲିନି ନାଉଁର୍ ମରିୟମ୍କେ ପର୍ତୁମ୍ ଦେକାଇଅଇଲା ।
ସେମନ୍ ତାକେ ଦେକ୍ଲାଇ, ମାତର୍ ଚିନି ନାପାର୍ଲାଇ ।
ସେ ବେଲାଇ ସେମନର୍ ଡାବିଅଇ ଜାଇରଇଲା ଆଁକି ପିଟିଗାଲାଜେ ତାକେ ଚିନି ପାର୍ଲାଇ । ମାତର୍ ସେ ଦାପ୍ରେ ଜିସୁ ସେମନର୍ତେଇଅନି ମାୟା ଅଇଗାଲା ।
ମାତର୍ ଜିସୁ ସେମନର୍ ବିତ୍ରେ ପୁରି ଉଟିଗାଲା ।
ଆର୍କର୍ ଦିନେ ଜୁଲ୍ପୁଲ୍ ଉଜଲେ ଜିସୁ ଗାଡ୍କଣ୍ଡି ଟିଆଅଇରଇଲା । ମାତର୍ ସିସ୍ମନ୍ ତାକେ ଜିସୁ ବଲି ଚିନି ନାପାର୍ଲାଇ ।
ଜିସୁ ଏ କାତା କଇବାବେଲେ ସେମନ୍ ତାକେ ମାର୍ବାକେ ପାକ୍ନା ବେଟ୍ଲାଇ, ମାତର୍ ଜିସୁ, ମନ୍ଦିରେ ଅନି ବାରଇ ଲକ୍ମନର୍ ବିତ୍ରେ ପୁରି ଉଟିଗାଲା ।