5 ସେବେଲା ଜିସୁ କାଟାର୍ ମୁକୁଟ୍ ଆରି ଜାମ୍କଲି ରଙ୍ଗର୍ ପଚିଆ ପିନ୍ଦି ଡାଣ୍ଡେ ଆଇଲା । ପିଲାତ୍ ସେମନ୍କେ କଇଲା, “ଏଦେ ଦେକା ! ଏଦେ ସେ ଲକ୍ !”
କାଟାର୍ ମୁକୁଟ୍ ତିଆର୍ କରି ତାର୍ ମୁଣ୍ଡେ ପିନ୍ଦାଇ ଦେଲାଇ ଆରି ତାର୍ ଉଜା ଆତେ ଗଟେକ୍ ଡାଙ୍ଗ୍ ଦାରାଇ ଦେଲାଇ । ତାର୍ ପଚେ, ତାର୍ ମୁଆଟେ ମାଣ୍ଡିକୁଟା ଦେଇ କିଜାଇକରି କଇଲାଇ, “ଏ ଜିଉଦିମନର୍ ରାଜା ! ବେସି ଦିନ୍ ବଁଚି ରଅ ।”
ତାର୍ ଆର୍କର୍ ଦିନେ ଜିସୁ ତାର୍ ଲଗେ ଆଇବାଟା ଦେକିକରି ଜଅନ୍ କଇଲା, “ଏଦେ ଦେକା ! ପର୍ମେସରର୍ ମେଣ୍ଡାପିଲା ଜେ କି, ଏ ଦୁନିଆର୍ ସବୁ ଲକ୍ମନର୍ ପାପର୍ ଡଣ୍ଡ୍ ବଇକରି ନେଇସି ।
ସନିଅମନ୍ କାଟାର୍ ମୁକୁଟ୍ ତିଆର୍ କରି ଜିସୁର୍ ମୁଣ୍ଡେ ପିନ୍ଦାଇଲାଇ ଆରି ଜାମ୍କଲି ରଙ୍ଗର୍ ପଚିଆ ଗାଗ୍ଡେ ପିନ୍ଦାଇଦେଲାଇ ।
ଆମର୍ ଆଁକି ଜିସୁର୍ଟାନେ ସଙ୍ଗଉ । ତାକେ ଆମେ ଆରାମେ ଅନି ସାରାସାରି ଜାକ ବିସ୍ବାସ୍ କରିଆଚୁ । ଜନ୍ ସାର୍ଦା ତାର୍ ମୁଆଟେ ସଙ୍ଗଇରଇଲା, ସେ ସାର୍ଦାର୍ଲାଗି ରଇବା ଦୁକ୍କସ୍ଟ ମୁର୍ଚି କରି ରଇଲା । ଆରି ତେଇ ମର୍ବା ଲାଜର୍ ବିସଇ ମନେ ଦାରେନାଇ । ପର୍ମେସର୍ ଆଜି ଜନ୍ ଜାଗାଇ ବସ୍ଲାଆଚେ, ତାର୍ ଉଜାବାଟେ ସେ ମିସା ବସ୍ଲାଆଚେ ।