41 ତାକେ ଜନ୍ ଜାଗାଇ କୁର୍ସେ ଚଗାଇ ରଇଲାଇ, ସେ ଜାଗାଇ ଗଟେକ୍ ବାଡ୍ ରଇଲା । ଆରି ସେ ବାଡେ ମଲା ଲକ୍ମନ୍କେ ସଙ୍ଗଇବାକେ ଗଟେକ୍ ନୁଆ ପାଆର୍ ରଇଲା । ସେ ପାଆରେ କେବେ ମିସା କାକେ ନ ସଙ୍ଗଇ ରଇଲାଇ ।
ପାକ୍ନାଇ ତାକର୍ ନିଜର୍ ପାଇ କୁନି ରଇବା ଗଟେକ୍ ନୁଆ କବର୍ ଦେବା ପାଆରେ ସେଟା ନେଇ ସଙ୍ଗଇଲା ଆରି ସେ ପାଆର୍ ମୁଆଟେ ଗଟେକ୍ ବଡ୍ଟା ଚାଚଡା ପାକ୍ନା ଡାବିଦେଇ ଉଟିଗାଲା ।
ଜିସୁର୍ ମଡ୍ କୁର୍ସେଅନି ଉତ୍ରାଇ ଉଲ୍ଉଲା ପଚିଆଇ ଗୁଡିଆଇକରି ଜେନ୍ତିକି କେବେ କାକେ ନ ସଙ୍ଗଇରଇଲା, ଗଟେକ୍ ରାଙ୍ଗ୍ନି କାଟି ତିଆର୍କରି ରଇଲା ପାଆରେ ନେଇ ସଙ୍ଗଇଲାଇ ।
ବିସ୍ରାମ୍ ବାରର୍ ନିଉତା ଦିନ୍ ଅଇରଇଲା ଆରି ସେ ପାଆର୍ ଲଗେ ରଇଲା ଜେ, ସେମନ୍ ଜିସୁର୍ ଗାଗଡ୍ ନେଇକରି ସେ ପାଆରେ ସଙ୍ଗଇଦେଲାଇ ।
ଜିସୁ ତାକେ ପାଚାର୍ଲା “ଏ ମାଆ ତୁଇ କାଇକେ କାନ୍ଦ୍ଲୁସ୍ନି ? ତୁଇ କାକେ କଜ୍ଲୁସ୍ନି ?” ମରିୟମ୍ ଏ ଲକ୍ ବାଡର୍ କାମ୍ କରୁ ମାଲି ବଲି ବାବିକରି ତାକେ କଇଲା, “ଏ ଆଗିଆଁ, ତୁଇ କାଇ ଜିସୁର୍ ଗାଗଡ୍ ନେଇ ଆଚୁସ୍ କି ? ତାକେ ତୁଇ କନ୍ତି ସଙ୍ଗଇ ଆଚୁସ୍ ? ମକେ କଇଦେ, ମୁଇ ଜାଇକରି ତାକେ ଦାରିଜିବି ।”