36 କାଇକେବଇଲେ ସାସ୍ତରର୍ ଏ ବାକିଅ ପୁରାପୁରୁନ୍ ଅଇବାପାଇ ବଲି ଏ ସବୁ ବିସଇ ଗଟ୍ଲା, “ତାର୍ ଗଟେକ୍ ଆଡ୍ ମିସା ନ ଚିଲ୍ପେ ।”
ଆଇବା ଦିନ୍ମନ୍କେ କାଇଟା ଅଇସି ବଲି, ପର୍ମେସର୍ ଗଟେକ୍ ବବିସତ୍ବକ୍ତାକେ ପାଟାଇ ଜନ୍ କାତା ସୁନାଇରଇଲା, ସେଟା ପୁରାପୁରୁନ୍ ଅଇବାକେ ଏ ସବୁ ଅଇଲା ।
ମୁଇ ତମର୍ ସବୁ ଲକର୍ ବିସଇ ନେଇକରି କଇନାଇ, ଜନ୍ ଲକ୍ମନ୍କେ ବାଚି ଆଚି, ସେମନ୍ କେନ୍ତି ବଲି ଜାନିଆଚି । ମାତର୍ ସାସ୍ତରେ ଲେକା ଅଇଲା କାତା ସିଦ୍ ଅଇବାକେ ଏନ୍ତି ଗଟ୍ନା ଅଇଲାନି । ସାସ୍ତରେ ଲେକା ଅଇଲା ଆଚେ ଜେ ମର୍ ସଙ୍ଗ୍ କାଇଲାନି ସେ ମର୍ ବିରଦେ ଉଟ୍ସି ।
ସେଟାର୍ପାଇ ସେମନ୍ ନିଜର୍ ନିଜର୍ ବିତ୍ରେ କାତା ଅଇଲାଇ । “ଆମେ ଏ ପଚିଆ ନ ଚିରିକରି ଏଟା କାକେଅଇସି ବଲି ଜାନ୍ବାକେ କେଡ୍ ପୁଟାଉଁ ।” ଜେନ୍ତିକି ସାସ୍ତରେ ଲେକାଅଇଲା କାତା ସିଦ୍ ଅଇବାକେ ଏନ୍ତି ଅଇଲା । “ମର୍ ପଚିଆ ସେମନ୍ ନିଜର୍ ନିଜର୍ ବିତ୍ରେ ବାଟା କଲାଇ, ଆରି ମୁଇ ପିନ୍ଦ୍ବା ପଚିଆର୍ ପାଇ କେଡ୍ପୁଟାଇଲାଇ ।” ସେଟାସେ ସନିଅମନ୍ କଲାଇ ।
ଏତ୍କି ବିତ୍ରେ ଜିସୁ ସବୁ ବିସଇ ପୁରାପୁରୁନ୍ ଅଇଲାଟା ଜାନିପାର୍ଲା, ମାତର୍ ସାସ୍ତରର୍ ବବିସତ୍ କାତା ପୁରା କର୍ବାପାଇ ସେ କଇଲା “ମକେ ସସ୍ କଲାନି ।”