ଜଅନ୍ 19:31 - ସତିଅର୍ ବାଟ୍ ନୁଆ ନିୟମ୍ 202031 ସେଦିନ୍ ନିସ୍ତାର୍ ପରବର୍ ନିଉତା ଦିନ୍ ରଇଲାଜେ, ମଲା ଗାଗଡ୍ କୁର୍ସ ଉପ୍ରେ ନ ରଏ, କାଇକେବଇଲେ ସେ ଦିନ୍ ବିସ୍ରାମ୍ବାରର୍ ସୁକଲ୍ ଦିନ୍ ରଇଲା । ସେଟାର୍ପାଇ କୁର୍ସେ ରଇବା ତିନ୍ଲକର୍ ଗଡ୍ ବାଙ୍ଗାଇକରି ବିନ୍ ଜାଗାଇ ନେଅତ୍ ବଲି ଜିଉଦିଲକ୍ମନ୍ ପିଲାତ୍କେ ଗୁଆରି କଲାଇ । အခန်းကိုကြည့်ပါ။ |