28 ଏତ୍କି ବିତ୍ରେ ଜିସୁ ସବୁ ବିସଇ ପୁରାପୁରୁନ୍ ଅଇଲାଟା ଜାନିପାର୍ଲା, ମାତର୍ ସାସ୍ତରର୍ ବବିସତ୍ କାତା ପୁରା କର୍ବାପାଇ ସେ କଇଲା “ମକେ ସସ୍ କଲାନି ।”
ମାତର୍ ମକେ ଆରି ଗଟେକ୍ ଡୁବନେ ଡୁବନ୍ ନେବାକେ ପଡ୍ସି, ଆରି ସେଟା ନ ସାର୍ବାଜାକ, ମର୍ ମନ୍ବିତ୍ରେ କେନ୍ତି କସ୍ଟ ଲାଗ୍ଲାନି ।
ତାର୍ ପଚେ ଜିସୁ ତାର୍ ବାର୍ଟା ସିସ୍ମନ୍କେ ବିନେ ଡାକିନେଇ କଇଲା, “ସୁନା ! ଆମେ ଜିରୁସାଲମେ ଗାଲୁନି, ଜନ୍ବେଲା ଆମେ କେଟ୍ବୁ ସେବେଲା ପର୍ମେସର୍ ଟାନେଅନି ଆଇଲା ନର୍ପିଲା, ମର୍ ବିସଇ ନେଇ ବବିସତ୍ବକ୍ତାମନ୍ ଲେକି ରଇଲା ସବୁ ବିସଇ ପୁରାପୁରୁନ୍ ଅଇସି ।
ମୁଇ ତମ୍କେ କାଇକେ କଇଲିନି ‘ସେ ଅପରାଦିମନର୍ ସଙ୍ଗ୍ ସମାନ୍ ଦସା ପାଇଲା’ ବଲି ସାସ୍ତରେ ଲେକା ଅଇଲା କାତା ସିଦ୍ ଅଇବାକେ ଗାଲାନି ।”
ସେମନ୍ ସରଗର୍ ମଇମାସଙ୍ଗ୍ ଡିସ୍ତେ ରଇଲାଇ । ସେ କେନ୍ତି ଜିରୁସାଲାମେ ଦୁକ୍ କସ୍ଟ ପାଇ ମରିକରି ପର୍ମେସରର୍ ଜଜ୍ନା ସିଦ୍ କର୍ବାର୍ ଆଚେ ବଲି ସେମନ୍ ଜିସୁର୍ସଙ୍ଗ୍ କାତା ଅଇଲାଇ ।
ନିସ୍ତାର୍ ପରବର୍ ଆଗ୍ତୁର୍ ଦିନ୍ ଅଇରଇଲା । ଜିସୁ, ଏ ଜଗତ୍ ଚାଡି ବାବା ପର୍ମେସରର୍ ଲଗେ ଜିବାକେ ତାର୍ ବେଲା କେଟ୍ଲାବେ ବଲି ଜାନିରଇଲା । ଦୁନିଆଇ ରଇବା ତାର୍ ସବୁ ଲକ୍ମନ୍କେ ସାରାସାରି ଜାକ ବେସି ଆଲାଦ୍ କର୍ତେରଇଲା ।
ତମେ ମକେ ଜନ୍ କାମ୍ମନ୍ କର୍ବାକେ ଦେଇଆଚାସ୍, ସେଟା ମୁଇ ସାରାଇ କରି, ଏ ଦୁନିଆଇ ତମ୍କେ ଡାକ୍ପୁଟା କରିଆଚି ।
ସେବେଲା କାଇ କାଇ ଗଟ୍ନାମନ୍ ଗଟ୍ସି, ସେଟା ସବୁ ଜିସୁ ଜାନିକରି ଆଗ୍ତୁ ଗାଲା ଆରି ସେମନ୍କେ “ତମେ କାକେ କଜ୍ଲାସ୍ନି ?” ବଲି ପାଚାର୍ଲା ।
ସେଟାର୍ପାଇ ସେମନ୍ ନିଜର୍ ନିଜର୍ ବିତ୍ରେ କାତା ଅଇଲାଇ । “ଆମେ ଏ ପଚିଆ ନ ଚିରିକରି ଏଟା କାକେଅଇସି ବଲି ଜାନ୍ବାକେ କେଡ୍ ପୁଟାଉଁ ।” ଜେନ୍ତିକି ସାସ୍ତରେ ଲେକାଅଇଲା କାତା ସିଦ୍ ଅଇବାକେ ଏନ୍ତି ଅଇଲା । “ମର୍ ପଚିଆ ସେମନ୍ ନିଜର୍ ନିଜର୍ ବିତ୍ରେ ବାଟା କଲାଇ, ଆରି ମୁଇ ପିନ୍ଦ୍ବା ପଚିଆର୍ ପାଇ କେଡ୍ପୁଟାଇଲାଇ ।” ସେଟାସେ ସନିଅମନ୍ କଲାଇ ।
ଜିସୁ ସେଟା କାଇକରି “ସାରିଗାଲାବେ ! ” ବଲି କଇଲା । ଏତ୍କି କଇକରି ତାର୍ ଆତ୍ମା ସର୍ପିଦେଲା ।
କାଇକେବଇଲେ ସାସ୍ତରର୍ ଏ ବାକିଅ ପୁରାପୁରୁନ୍ ଅଇବାପାଇ ବଲି ଏ ସବୁ ବିସଇ ଗଟ୍ଲା, “ତାର୍ ଗଟେକ୍ ଆଡ୍ ମିସା ନ ଚିଲ୍ପେ ।”
ଜିସୁ ସେମନ୍କେ କଇଲା, “ମକେ ପାଟାଇରଇବା ପର୍ମେସର୍ ମନ୍କଲାଟା ମାନିକରି ଆରି ସେ ଦେଇରଇବା କାମ୍ ପୁରାପୁରୁନ୍ କର୍ବାଟାସେ ମର୍ କାଦି ।
ସାସ୍ତରେ ଜନ୍ ସବୁ ବିସଇ ଲେକା ଆଚେ, ସେ ଇସାବେ ସବୁ କାମ୍ କଲାପଚେ ସେମନ୍ ତାକେ କୁର୍ସେଅନି ଉତ୍ରାଇ ଆନ୍ଲାଇ । ବିନ୍ଲକ୍ମନ୍ ଆସିକରି ତାର୍ ଗାଗଡ୍ ନେଇ ସମାଦିଟାନେ ସଙ୍ଗଇଲାଇ ।