27 ତାର୍ ପଚେ ସେ ସିସ୍କେ କଇଲା “ଏଦେ ଦେକା ! ତର୍ ଆୟା !” ସେଦିନେ ଅନି ସେ ସିସ୍ ଜିସୁର୍ ମାକେ ନିଜର୍ ଗରେ ଡାକିନେଲା ।
ପଚେ, ମୁଇ ସେମନ୍କେ କଇବି, ମୁଇ ତମ୍କେ ସତ୍କଇଲିନି, ଏ ମର୍ ବାଇମନର୍ ବିତ୍ରେ ସବୁର୍ଟାନେଅନି ଗଟେକ୍ ସାନ୍ ଲକର୍ ପାଇ, ଜାଇଟା ସବୁ କରିଆଚାସ୍, ସେଟା ମର୍ ପାଇ କରିଆଚାସ୍ ।
ସେ ତାର୍ ଚାରିବେଡ୍ତି ବସିରଇବା ଲକ୍ମନ୍କେ ଦେକିକରି କଇଲା, “ଏମନ୍ ମର୍ ମାଆ ଆରି ମର୍ ବାଇ ବଇନି ।
ପିତର୍ ଜିସୁକେ କଇଲା, “ଦେକା ଆମର୍ ଗରର୍ ସବୁ ଚାଡିକରି ତମର୍ ସଙ୍ଗ୍ ଆଇଲୁଆଚୁ ।”
ସେ ତାର୍ ନିଜର୍ ଲକ୍ମନର୍ ଟାନେ ଆଇଲା, ମାତର୍ ତାର୍ ନିଜର୍ ଲକ୍ ଇସ୍ରାଏଲର୍ ପିଲାଜିଲା ତାକେ ନାମତ୍ନାଇ ।
ଦେକା, ଏନ୍ତି ବେଲା ଆଇଲାନି, ଉଁ ସେ ବେଲା କେଟ୍ଲା ଆଚେ, ତମେ ମକେ ଗଟେକ୍ ଲକ୍କେ ଚାଡି, ଏନେ ତେନେ ଅଇକରି ନିଜର୍ ନିଜର୍ ଗରେ ଉଟିପାଲାଇସା । ଏଲେମିସା ମୁଇ ଗଟେକ୍ ଲକ୍ ନାଇ, ସବୁବେଲା ମର୍ ସଙ୍ଗ୍ ବାବା ଆଚେ ।
ତାର୍ପଚେ ଆମେ ସେମନର୍ ସଙ୍ଗ୍, ଜୁଆର୍ବେଟ୍ ଅଇ ଜାଜେ ଚଗ୍ଲୁ, ସେମନ୍ ଗରେ ବାଉଡି ଗାଲାଇ ।