25 ଜିସୁର୍ କୁର୍ସ ଲଗେ ତାର୍ ଆୟା ମରିୟମ୍, ତାର୍ ଆୟାର୍ ବଇନି, କଲ୍ପାର୍ ମାଇଜି ମରିୟମ୍ ଆରି ମଗ୍ଦଲିନି ମରିୟମ୍ ଟିଆଅଇ ରଇଲାଇ ।
ଜିସୁ ଜେଡେବେଲା ତେଇ ରୁଣ୍ଡିରଇଲା ଲକ୍ମନ୍କେ କାତା ସୁନାଇତେ ରଇଲା, ତାର୍ ଆୟା ଆରି ବାଇମନ୍ ଆସି ଡାଣ୍ଡେ ଟିଆଅଇରଇଲାଇ । ସେମନ୍ ଜିସୁର୍ ସଙ୍ଗ୍ କାତାଅଇବାକେ ମନ୍ କର୍ତେ ରଇଲାଇ ।
ଜିସୁ ମଲାଟାନେଅନି ଉଟ୍ଲା ଆଟର୍ ପର୍ତୁମ୍ ଦିନର୍ ସାକାଲେ ଜନ୍ ମାଇଜିଟାନେଅନି ଜିସୁ ସାତ୍ଟା ଡୁମାମନ୍କେ କେଦିରଇଲା, ମଗ୍ଦଲିନି ନାଉଁର୍ ମରିୟମ୍କେ ପର୍ତୁମ୍ ଦେକାଇଅଇଲା ।
କେତେ କେତେ ଲକ୍ ତାକେ ବିରଦ୍ କରି ନିଜର୍ ମନ୍ ବିତ୍ରର୍ କାତା ସବୁ ଜାନାଇବାଇ । ଆରି ତମର୍ ଜିବ୍ନେ ଗଟେକ୍ କାଣ୍ଡା ବୁସିଅଇରଇଲାପାରା ତମ୍କେ ବେସି ଦୁକ୍ ଆଇସି ।”
ମାତର୍ ଜିସୁର୍ ଚିନାର୍ଜାନାର୍ ଲକ୍ମନ୍ ଆରି ଗାଲିଲିଅନି ଆସି ତାର୍ ପଚ୍ପଚ୍ ଆଇତେରଇବା ମାଇଜିମନ୍ ଦୁରିକେ ଟିଆଅଇ ଏ ସବୁ ଦେକ୍ତେ ରଇଲାଇ ।
“ଗାଲା କେତେଦିନ୍ ବିତ୍ରେ ଜିରୁସାଲାମ୍ ଜନ୍ ଗଟ୍ନା ଗଟିଗାଲା ଆଚେ ? ସେଟା ନାଜାନ୍ଲାଟା ତୁଇ ଗଟେକ୍ ଲକ୍ସେ କି ?”
ଜନ୍ ମାଇଜିମନ୍ ଡୁମାଦାର୍ଲା ଟାନେଅନି ଆରି ଜର୍ଦୁକା ଟାନେଅନି ନିକ ଅଇରଇଲାଇ, ସେମନ୍ ମିସା ତାର୍ ସଙ୍ଗ୍ ରଇଲାଇ । ମାଇଜିମନର୍ ବିତ୍ରେ ଅନି ମରିୟମ୍ ଜାକେ କି ମଗ୍ଦଲିନି ମରିୟମ୍ ବଲି କଇବାଇ । ଜାର୍ଟାନେଅନି ସାତ୍ଟା ଡୁମା ବାରଇ ଜାଇରଇଲାଇ ।
ଆଟର୍ ପର୍ତୁମ୍ ଦିନର୍ ସାକାଲେ ଜୁଲ୍ପୁଲ୍ ଉଜଲ୍ ବେଲାଇ ମଗ୍ଦଲିନି ମରିୟମ୍ ଜିସୁକେ ପାକ୍ନା ସଙ୍ଗ୍ ତିଆର୍ କରି ସଙ୍ଗଇଲା ପାଆରେ ଆସିକରି ଡାବିରଇଲା ପାକ୍ନା ଗୁଚିରଇଲାଟା ଦେକ୍ଲା ।