ଜଅନ୍ 19:15 - ସତିଅର୍ ବାଟ୍ ନୁଆ ନିୟମ୍ 202015 ସେବେଲାଇ ଜିଉଦି ଲକ୍ମନ୍ ଆଉଲିଅଇ କଇଲାଇ “ତାକେ ମରାଆ ! “ତାକେ ମରାଆ ! କୁର୍ସେ ଚଗାଆ !” ପିଲାତ୍ ସେମନ୍କେ କଇଲା, “ମୁଇ ତମର୍ ରାଜାକେ କୁର୍ସେ ଚଗାଇବି କି ?” ଏଟା ସୁନି ମୁକିଅ ପୁଜାରିମନ୍ କଇଲାଇ, “ସମ୍ରାଟ୍କେ ଚାଡିକରି ଆମର୍ ଆରି କେ ରାଜା ନାଇ ।” အခန်းကိုကြည့်ပါ။ |