10 ସେବେଲାଇ ପିଲାତ୍ ତାକେ କଇଲା, “ତୁଇ କାଇ ମର୍ ସଙ୍ଗ୍ କାତା ନ ଅଉସ୍ କି ? ତକେ ମୁକ୍ଲାଇବାର୍ ମର୍ ଅଦିକାର୍ ଆଚେ ଆରି କୁର୍ସେ ଚଗାଇବାର୍ ମିସା ମର୍ ଅଦିକାର୍ ଆଚେ । ଏଟା ତୁଇ ନାଜାନୁସ୍ କି ?”
“ତମର୍ ରିତିନିତି ଇସାବେ ନିସ୍ତାର୍ ପରବ୍ ବେଲେ ଗଟେକ୍ ବନ୍ଦି ଲକ୍କେ, ମୁଇ ମୁକ୍ଲାଇବାର୍ ଆଚେ । ତେବର୍ ପାଇ ତମର୍ ଜିଉଦିମନର୍ ରାଜା ଜିସୁକେ ମୁଇ ମୁକ୍ଲାଇ ଦେବି । ଏଟା ତମେ ମନ୍କଲାସ୍ନି କି ?”
ଜିସୁ ତାକେ କଇଲା, “ପର୍ମେସର୍ ତକେ ଦେଲାକେସେ ମର୍ ଉପ୍ରେ ତର୍ ଅଦିକାର୍ ଆଚେ, ମାତର୍ ତର୍ଟାନେ ମକେ ଜେ ସର୍ପି ଦେଲାଆଚେ, ତାର୍ ପାପ୍ ଅଦିକ୍ ଜବର୍ ।”
ପିଲାତ୍ ଜିସୁକେ ଆରିତରେକ୍ ତାର୍ ମେଡେ ବାଉଡାଇ ନେଇ ପାଚାର୍ଲା, “ତୁଇ କନ୍ତିଅନି ଆସିଆଚୁସ୍ ?” ମାତର୍ ଜିସୁ ତାକେ ପଦେକ୍ ମିସା କଏନାଇ ।