ଜଅନ୍ 18:3 - ସତିଅର୍ ବାଟ୍ ନୁଆ ନିୟମ୍ 20203 ସେଟାର୍ ପାଇ ଜିଉଦା ରମିୟ ସନିଅମନର୍ ଗଟେକ୍ ଦଲ୍, ମୁକିଅ ପୁଜାରିମନ୍ ଆରି ପାରୁସିମନ୍ ପାଟାଇ ରଇବା ମନ୍ଦିର୍ ଜାଗୁଆଲ୍ମନ୍କେ ଦାରି, ସେ ବାଡେ କେଟ୍ଲା । ସେମନ୍ ଆତ୍ଆତିଆର୍, ଲାଁତର୍ ଆରି ଜଇଉମ୍ଲା ଦାରିକରି ତେଇ ଆଇଲାଇ । အခန်းကိုကြည့်ပါ။ |