24 ତାର୍ପଚେ ଆନାନ୍ ଜିସୁକେ ବାନ୍ଦ୍ନେସେ ବଡ୍ ପୁଜାରି କାୟାପାର୍ ଲଗେ ପାଟାଇଦେଲା ।
ଜିସୁକେ ବନ୍ଦି କରୁମନ୍ ତାକେ ବଡ୍ ପୁଜାରି କାୟାପାର୍ ଗରେ ନେଲାଇ । ସିତି ଦରମ୍ ଗୁରୁ ଆରି ପାର୍ଚିନ୍ମନ୍ ଟୁଲ୍ ଅଇରଇଲାଇ ।
ଆନାନ୍ ଆରି କୟାପ୍ ନାଉଁର୍ ଦୁଇ ଲକ୍ ବଡ୍ ପୁଜାରି ରଇଲାଇ । ସେବେଲେ ଜିକରିୟର୍ ପଅ ଜଅନ୍, ମରୁବାଲି ବୁଏଁ ରଇଲାବେଲେ ପର୍ମେସରର୍ କାତା ସେ ସୁନ୍ଲା ।
ଆରି ତାକେ ବାନ୍ଦିକରି ପର୍ତୁମ୍ କାୟାପାର୍ ସାତ୍ରା ଆନାର୍ ଲଗେ ନେଲାଇ । କାଇକେ ବଇଲେ ଆନା ସେ ବରସର୍ ବଡ୍ ପୁଜାରି ରଇଲା ।
ସିମନ୍ ପିତର୍ ଆରି ଗଟେକ୍ ବିନ୍ ସିସ୍ ଜିସୁର୍ ପଚେ ପଚେ ଜାଇତେ ରଇଲାଇ । ବିନ୍ ସିସ୍ ବଡ୍ ପୁଜାରିକେ ଜାନି ରଇଲା । ସେଟାର୍ପାଇ ଜିସୁର୍ ସଙ୍ଗ୍ ବଡ୍ ପୁଜାରିର୍ ଡାଣ୍ଡେ ପୁର୍ଲା ।