21 ଏନ୍ତି ବଇଲେ କାଇକେ ମକେ ପାଚାର୍ଲୁସ୍ନି ? ଜନ୍ ଲକ୍ମନ୍ ମୁଇ କଇଲା କାତା ସୁନିଆଚତ୍, ସେ ଲକ୍ମନ୍କେ ପାଚାର୍ । ମୁଇ ଜାଇଜାଇଟା କଇଲିଆଚି, ସେଟା ସେମନ୍ ଜାନିଆଚତ୍ ।”
“ତୁଇ ସତଇସେ ପର୍ମେସର୍ ବାଚିପାଟାଇଲା କିରିସ୍ଟ କି ? ଆମ୍କେ କଅ ।” ମାତର୍ ଜିସୁ ସେମନ୍କେ କଇଲା, “ମୁଇ କଇଲେ ମିସା ତମେ ବିସ୍ବାସ୍ ନ କରାସ୍ ।
ଜିସୁ ସେମନ୍କେ କଇଲା, “ମୁଇ ସବୁବେଲେ ଲକ୍ମନର୍ ଜାନ୍ତେ ସିକାଇତେ ରଇଲି । ଆରି ଜିଉଦି ଲକ୍ମନର୍ ଉପାସନା ଗରେ ଆରି ମନ୍ଦିର୍ତେଇ ସବୁ ଜିଉଦି ଲକ୍ମନ୍ ରୁଣ୍ଡିରଇଲା ବେଲେ ସେମନ୍କେ ସିକାଇଲିଆଚି । କାଇଟାମିସା ଲୁଚ୍ତେ କଇନାଇ ।
ଜିସୁ ଏ କାତା କଇବା ବେଲେ ଜିସୁର୍ ଲଗେ ଟିଆଅଇରଇଲା ଜାଗୁଆଲ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ଜିସୁକେ ଗଟେକ୍ ଚାପ୍ଡା ମାରି କଇଲା, “ତୁଇ ବଡ୍ ପୁଜାରିକେ ଏନ୍ତାରି କାତା ଅଇଲୁସ୍ନି ?”