16 ମାତର୍ ପିତର୍ ବାଇରର୍ ଡିଆଗଡିଲଗେ ଟିଆଅଇ ରଇଲା । ବଡ୍ ପୁଜାରିକେ ଜାନିରଇଲା ସିସ୍ ଡାଣ୍ଡେ ବାଉଡି ଆସି ଡାଣ୍ଡର୍ ଡିଆଗଡି ଲଗେ ଜାଗିରଇଲା । ଗତିଦାଙ୍ଗ୍ଡିକେ କଇକରି ପିତର୍କେ ବିତ୍ରେ ଡାକିନେଲା ।
ପିତର୍ ବଡ୍ ପୁଜାରିର୍ ଦୁଆର୍ ମୁଆଟେ ବସି ରଇଲା ବେଲେ ଗଟେକ୍ ବଡ୍ ପୁଜାରିର୍ ପାଇଟିକାରିଆନି ଲଗେ ଆସି କଇଲା, “ତୁଇ ମିସା ଗାଲିଲିର୍ ଜିସୁର୍ ସଙ୍ଗ୍ ରଇଲୁସ୍ କାଇକି ?”
ନିସ୍ତାର୍ ପରବ୍ ବେଲେ ରମିୟ ସାସନ୍କାରିଆ ଲକ୍ମନର୍ ମନ୍ କଲା ଇସାବେ କାକେ ମିସା ଗଟେକ୍ ବନ୍ଦି ଲକ୍କେ ବନ୍ଦିଗରେଅନି ମୁକ୍ଲାଇଦେବା ରିତିନିତି ରଇଲା ।
ରକିଆ ପାଇବାର୍ ପରବ୍ କଲାବେଲେ ସବୁ ବରସର୍ ରିତିନିତି ଇସାବେ ପିଲାତ୍, ଜନ୍ ଆଲେ ବନ୍ଦି ଲକ୍କେ, ଲକ୍ମନ୍ ବାର୍କରାଇ ଦେବାକେ ମନ୍ କରତେରଇଲାଇ, ତାକେ ବାର୍କରାଇ ଦେଇତେରଇଲା ।
ମାତର୍ ସବୁଲକ୍ମନ୍ ଆଉଲିଅଇ କଇଲାଇ, “ଆକେ ମରାଆ ଆରି ଆମର୍ ପାଇ ବାର୍ବାକେ ଚାଡିଦିଆସ୍ ।”
ପିତର୍ ବାଇରର୍ କାପାଟେ ଟକ୍ଟକ୍ କରି ମାର୍ଲାକେ, ରଦା ନାଉଁର୍ ଗଟେକ୍ ଗତିଦାଙ୍ଗ୍ଡି କାପାଟ୍ ଉଗାଡ୍ବାକେ ଆଇଲା ।