12 ତାର୍ ପଚେ ରମିୟ ସନିଅମନ୍, ସନିଅ ମନର୍ ମୁକିଅ ନେତାମନ୍ ଆରି ମନ୍ଦିର୍ ଜାଗୁଆଲ୍ମନ୍ ଜିସୁକେ ଦାରି ବାନ୍ଦ୍ଲାଇ ।
ଜିସୁକେ ବନ୍ଦି କରୁମନ୍ ତାକେ ବଡ୍ ପୁଜାରି କାୟାପାର୍ ଗରେ ନେଲାଇ । ସିତି ଦରମ୍ ଗୁରୁ ଆରି ପାର୍ଚିନ୍ମନ୍ ଟୁଲ୍ ଅଇରଇଲାଇ ।
ସେମନ୍ ଜିସୁକେ ସିକିଲି ସଙ୍ଗ୍ ବାନ୍ଦି ରମ୍ରାଇଜର୍ ରାଜା ପିଲାତର୍ ଲଗେ ଦାରିଗାଲାଇ ।
ପିଲାତର୍ ସନିଅମନ୍ ଜିସୁକେ ରମିୟ ସାସନ୍କାରିଆର୍ ଗରେ ଦାରି ଗାଲାଇ ଆରି ତାର୍ ଚାରିବେଟ୍ତି ଟିଆଅଇଲାଇ ।
ପଚେ ସେ ଲକ୍ମନ୍ ଜିସୁକେ ସବୁର୍ଟାନେଅନି ବଡ୍ପୁଜାରିତେଇ ଦାରିଗାଲାଇ । ମୁକିଅ ପୁଜାରିମନ୍, ପାର୍ଚିନ୍ମନ୍ ଆରି ନିୟମ୍ ଗୁରୁମନ୍ ସବୁଲକ୍ ଗଟେକ୍ ତେଇ ରୁଣ୍ଡ୍ଲାଇ ।
ସାକାଲ୍ ସାକାଲ୍ ପାର୍ତନା ଗରର୍ ମୁକିଅ ପୁଜାରିମନ୍, ମୁକିଅ ନେତାମନ୍, ଜିଉଦି ନେତାମନ୍, ନିୟମ୍ ସିକାଇବା ଲକ୍ମନ୍ ଆରି ଜିଉଦି ଲକ୍ମନ୍କେ ସାସନ୍ କର୍ବା ସବୁ ରକାମର୍ ନେତାମନ୍ ଜିସୁକେ କାଇଟା କର୍ବାର୍ ଆଚେ ? ବଲି ଗଟେକ୍ ବଡ୍ ପଁଚାଦି କଲାଇ । ସେମନ୍ ତାକେ ବାନ୍ଦିକରି ସାସନ୍ କର୍ବା ପିଲାତ୍କେ ସର୍ପିଦେଲାଇ ।
ତାର୍ ପଚେ ସେମନ୍ ଜିସୁକେ ବାନ୍ଦିକରି ବଡ୍ ପୁଜାରିର୍ ଗରେ ଦାରିଗାଲାଇ । ପିତର୍ ଦୁରିକେ ରଇ ସେମନର୍ ପଚେପଚେ ଗାଲା ।
ସେଟାର୍ ପାଇ ଜିଉଦା ରମିୟ ସନିଅମନର୍ ଗଟେକ୍ ଦଲ୍, ମୁକିଅ ପୁଜାରିମନ୍ ଆରି ପାରୁସିମନ୍ ପାଟାଇ ରଇବା ମନ୍ଦିର୍ ଜାଗୁଆଲ୍ମନ୍କେ ଦାରି, ସେ ବାଡେ କେଟ୍ଲା । ସେମନ୍ ଆତ୍ଆତିଆର୍, ଲାଁତର୍ ଆରି ଜଇଉମ୍ଲା ଦାରିକରି ତେଇ ଆଇଲାଇ ।
କାଇସରିଆ ଅନି କର୍ନିଲିଅ ନାଉଁର୍ ଗଟେକ୍ ଲକ୍ ରଇଲା । ସେ, ଇଟାଲି ଅନି ଆଇବା ଗଟେକ୍ ବଡ୍ ଦଲର୍ ରମିୟ ସନିଅମନର୍, ନେତା ରଇଲା ।
ରିସାଅଇଲା ଲକ୍ମନ୍ ପାଉଲ୍କେ ମରାଇବାକେ ଚେସ୍ଟା କଲାଇ, ମାତର୍ ସମାନ୍ ସେ ବେଲାଇ “ ଜିରୁସାଲାମେ ଗଣ୍ଡ୍ଗଲ୍ ଚାଲ୍ଲା ଆଚେ ।” ବଲି ରମିୟ ସନିଅମନର୍ କବର୍ ସୁନ୍ଲାଇ ।
ପାଉଲ୍କେ ସନିଅମନ୍ ଗଡ୍ବିତ୍ରେ ନେବାବେଲେ ସେ ସନିଅମନର୍ ମୁକିଆକେ କଇଲା, “ମୁଇ ତମର୍ ସଙ୍ଗ୍ କାତା ଅଇପାର୍ବି କି ?” ସନିଅମନର୍ ମୁକିଆ କଇଲା, “ତୁଇତା ଗିରିକ୍ କଇଲୁସ୍ନି ।
ତାକର୍ ଦଦାପେଲା ଅଦିକ୍ ଅଦିକ୍ ଅଇଗାଲାକେ ଲକ୍ମନ୍ ପାଉଲ୍କେ ଗନ୍ଦାଗନ୍ଦା କରି ଚିରି ପାକାଇବାଇ ବଲି ସନିଅମନର୍ ମୁକିଅ ଡର୍ଲା । ତେବେ ସେ ଗଣ୍ଡ୍ଗଲ୍ ଅଇବା ଲକ୍ମନର୍ ବିତ୍ରେଅନି ପାଉଲ୍କେ ରକିଆ କରି ଗଡ୍ ବିତ୍ରେ ଦାରି ଜିବାକେ ସନିଅମନ୍କେ ତିଆର୍ଲା ।