9 ମୁଇ ସେମନର୍ଲାଗି ପାର୍ତନା କଲିନି, ଦୁନିଆର୍ ଲକ୍ମନର୍ ପାଇ ପାର୍ତନା କରିନାଇ । ମାତର୍ ତମେ ମକେ ଜନ୍ ଲକ୍ମନ୍କେ ଦେଇଆଚାସ୍, ସେ ଲକ୍ମନର୍ ପାଇ ପାର୍ତନା କଲିନି । କାଇକେ ବଇଲେ ସେମନ୍ ତମର୍ ଲକ୍ମନ୍ ।
ମାତର୍ ତର୍ ବିସ୍ବାସ୍ ଉନା ନ ଅ ବଲି ମୁଇ ପାର୍ତନା କଲିଆଚି । ସେ ପରିକାଇ, ବିସ୍ବାସେ ଡାଟ୍ଅଇ, ଜିତି ଆଇଲେ ତର୍ ବାଇମନ୍କେ ମିସା ସେନ୍ତି ଡାଟ୍ କରାଇସୁ ।”
ସେବେଲା ଜିସୁ କଇଲା, “ଏ ବାବା ଏମନ୍କେ କେମା କରିଦିଆସ୍, କାଇକେ ବଇଲେ ଏମନ୍ କାଇଟା କଲାଇନି ସେଟା ନାଜାନତ୍ ।” ସେମନ୍ ଜିସୁର୍ ପଚିଆ ନେଇ କାକେ ମିଲ୍ସି ବଲି କେଡ୍ ପୁଟାଇଲାଇ ।
ଗୁସ୍ରି ଚାରାଇତେ ରଇଲା ଲକ୍ମନ୍ ସେ ଗଟ୍ନା ଦେକି ପାଲାଇକରି ନଅରେ ଆରି ଗାଉଁମନ୍କେ ଜାଇ ସେ କାତା ଜାନାଇଲାଇ ।
ମୁଇ ମର୍ ବାବାକେ ଗୁଆରି କର୍ବି । ଆରି ତମର୍ ସଙ୍ଗ୍ ସବୁବେଲା ରଇବା ପାଇ, ସେ ଗଟେକ୍ ସାଇଜକାରିଆକେ ପାଟାଇସି ।
ତମେ ମକେ ସବୁ ମୁନୁସ୍ ଜାତି ଉପ୍ରେ ଅଦିକାର୍ ଦେଇଆଚାସ୍ । ଆରି ଜନ୍ଲକ୍ମନ୍କେ ମକେ ସର୍ପି ଦେଇଆଚାସ୍, ସେମନ୍କେ ମୁଇ ନ ସାର୍ବା ଜିବନ୍ ଦେବି ।
“ମୁଇ ଅବ୍କା ଏ ସିସ୍ମନର୍ ଲାଗିସେ ପାର୍ତନା କରିନାଇ, ମାତର୍ ଏ ଲକ୍ମନ୍ ଜାନାଇବା କାତାଇଅନି ଜନ୍ ଲକ୍ମନ୍ ମକେ ବିସ୍ବାସ୍ କର୍ବାଇ, ସେ ଲକ୍ମନର୍ ପାଇ ମିସା ପାର୍ତନା କଲିନି ।
“ଏ ଜଗତର୍ ଜନ୍ ଲକ୍ମନ୍କେ ତମେ ମକେ ସର୍ପି ଦେଇରଇଲାସ୍, ସେମନର୍ ଲଗେ ମୁଇ ତମ୍କେ ଜାନାଇଆଚି । ସେମନ୍ ତମର୍ ଅଇରଇଲାଇ, ଆରି ମକେ ସେମନ୍କେ ସର୍ପିଦେଲୁସ୍ । ସେମନ୍ ତମର୍ ବାକିଅ ମାନ୍ଲାଇନି ।
ମର୍ ବାବା ପର୍ମେସର୍ ଜନ୍ ଲକ୍ମନ୍କେ ମକେ ଦେଲା ଆଚେ, ସେ ଲକ୍ମନ୍ ମର୍ ଲଗେ ଆଇବାଇ । ଆରି ମର୍ ଲଗେ ଆଇବା ଲକ୍ମନ୍କେ କେବେ ମିସା ନ ବାଉଡାଇ ।
ଜନ୍ ଲକ୍ମନ୍କେ ସେ ମକେ ଦେଲାଆଚେ, ସେମନର୍ ବିତ୍ରେଅନି ମୁଇ ଗଟେକ୍ ଲକ୍କେ ମିସା ନ ଆଜାଇ । ସାରାସାରି ଦିନେ ସେ ସବୁ ଲକ୍କେ ଆରିତରେକ୍ ଜିବନ୍ କରି ଉଟାଇବି । ଏଟା ଆକା ସେ ମନ୍ କର୍ବାଟା ।
ସେଟାର୍ ପାଇ ଜନ୍ ଲକ୍ମନ୍ ତାକେ ବିସ୍ବାସ୍ କରି ଲଗେ ଆଇବାଇ, ସେମନ୍କେ ସବୁବେଲର୍ପାଇ ରକିଆ କରିପାର୍ସି । କାଇକେ ବଇଲେ ସେମନର୍ ପାଇ ପରମେସରର୍ ମୁଆଟେ ଗୁଆରି କର୍ବାକେ ସେ ଜୁଗ୍ ଜୁଗର୍ ପାଇ ଜିବନ୍ ଅଇକରି ଆଚେ ।
କାଇକେବଇଲେ ଲକ୍ମନର୍ ଆତେ ତିଆର୍ ଅଇଲା ସୁକଲ୍ ଜାଗାଇ କିରିସ୍ଟ ଜାଏନାଇ । ସେଟା ସତ୍ ଜାଗାର୍ ଚାୟାସେ ରଇଲା । ମାତର୍ ସେ ସତ୍ରେ ସର୍ଗେ ଗାଲା । ଆରି ସେ ଏବେ ତେଇ ଆଚେ । ପର୍ମେସରର୍ ମୁଆଟେ ଆମର୍ ପାଇ ଗୁଆରି କଲାନି ।
ଆମେ ଜାନିଆଚୁ, ଆମେ ପର୍ମେସରର୍ ପିଲାଜିଲା ଆରି ଜେ କି ତାକେ ନାଜାନେ, ସଇତାନ୍ ସେମନ୍କେ ସାସନ୍ କଲାନି ।
ସେ ଅସୁର୍ ସାଁପ୍କେ ବାଇରେ ବେଟି ପିଙ୍ଗିଦେଲାଇ । ସେ ଅସୁର୍ସାଁପ୍ ଦିଆବଲ୍ ବଲି ଡାକ୍ବା ସାଁପ୍ ରଇଲା । ଜେ କି ଗୁଲାଇ ଜଗତ୍ ନାଡାଇରଇଲା । ତାର୍ ଦୁତ୍ମନ୍କେ ଆରି ତାକେ ମିସ୍ତେ ଦର୍ତନି ଉପ୍ରେ ପିଙ୍ଗିଦେଲାଇ ।
ଦର୍ତନିଟାନେ ରଇବା ସବୁଲକ୍ ତାକେ ଜୁଆର୍କର୍ବାଇ । ଜିବନ୍ ରଇବା ଲକ୍ମନର୍ ବଇଟାନେ ନାଉଁ ଲେକାଅଇରଇବା ଲକ୍ମନ୍ସେ ତାକେ ଜୁଆର୍ ନ କରତ୍ । କାଇଟା ତିଆର୍ ନ ଅଇରଇବା ଆଗ୍ତୁ ଲେକା ଅଇଜାଇରଇଲା । ସେ ବଇ ମରାଇଜାଇରଇବା ମେଣ୍ଡାପିଲାର୍ଟା ।
ସେ ବେଲେ ଜେତ୍କି ଲକର୍ ନାଉଁ ଜିବନ୍ ରଇବା ବଇଟାନେ ଲେକା ନ ଅଇରଇଲା, ସେ ସବୁଲକ୍କେ ଜଇଲାଗ୍ବା ଗାଡେ ପିଙ୍ଗା ଅଇଲା ।