16 ମୁଇ ଜେନ୍ତିକି ଏ ଦୁନିଆର୍ ନଇ, ସେନ୍ତି ସେମନ୍ ମିସା ଏ ଦୁନିଆର୍ ନଅତ୍ ।
ମୁଇ ସେମନ୍କେ ତମର୍ ବାକିଅ ସୁନାଇଆଚି । ତେବର୍ପାଇ ଏ ଦୁନିଆ ସେମନ୍କେ ଗିନ୍ କଲାନି । କାଇକେ ବଇଲେ ମୁଇ ଜେନ୍ତି ଏ ଦୁନିଆଇ ଅନି ଜାତ୍ ଅଇଲାଟା ନଇ, ସେନ୍ତି ସେମନ୍ ମିସା ଏ ଦୁନିଆର୍ ନଅତ୍ ।
ଜିସୁ ସେମନ୍କେ କଇଲା, “ତମେ ଏ ଦୁନିଆଇଅନି ଆସିଆଚାସ୍ । ମାତର୍ ମୁଇ ସର୍ଗେଅନି ଆସିଆଚି । ତମେ ଏ ଦୁନିଆର୍ ଲକ୍, ମାତର୍ ମୁଇ ଏ ଦୁନିଆର୍ ଲକ୍ ନଇ ।
ସେମନ୍ ଏ ଜଗତର୍ ଲକ୍ । ଆରି ଏ ଜଗତର୍ ଲକ୍ମନ୍ ତାକର୍ କାତା ସୁନ୍ବାଇ । କାଇକେବଇଲେ ସେମନର୍ ସିକିଆ ଆରି ଏ ଜଗତର୍ ଲକ୍ମନର୍ ସିକିଆ ସମାନ୍ଆଚେ ।