10 ଜେତ୍କି ମର୍ଟା, ସେ ସବୁ ତମର୍ଟା । ଆରି ଜେତ୍କି ତମର୍ଟା ସେ ସବୁ ମର୍ଟା । ଆକର୍ଲାଗି ଆକା ମର୍ ଡାକ୍ପୁଟା ଅଇଆଚେ ।
ବାବା ଆରି ମୁଇ ଗଟେକ୍ ସେ ।”
ମାତର୍ ଜିସୁ ଏ କାତା ସୁନିକରି କଇଲା, “ଏ ଜର୍ ମର୍ବାପାଇ ଅଏ ନାଇ, ମାତର୍ ପର୍ମେସରର୍ ମଇମାର୍ ପାଇ । ସେଟାର୍ ଲାଗି, ତାର୍ ପଅ, ମୁଇ ମିସା ମଇମା ପାଇବି ।”
ଜିସୁ ସେମନ୍କେ କଇଲା, “ପର୍ମେସର୍ତେଇ ଅନି ଆଇଲା ନର୍ପିଲା ମୁଇ ଡାକ୍ପୁଟା ପାଇବା ବେଲା ଆସି କେଟି ଆଚେ ।
ତେବେ ସବୁ ଲକ୍ମନ୍ ବାବାକେ ଜେନ୍ତି ସନ୍ମାନ୍ ଦେଲାଇନି, ସେନ୍ତିସେ ତାର୍ ପିଲା ମକେ ମିସା ସନ୍ମାନ୍ ଦେବାଇ । ଜଦି ଜନ୍ ଲକ୍ମନ୍ ତାର୍ ପିଲା ମକେ ସନ୍ମାନ୍ ଦେଅତ୍ ନାଇ, ସେମନ୍ ମକେ ପାଟାଇଲା ବାବାକେ ମିସା ସନ୍ମାନ୍ ଦେଅତ୍ ନାଇ ।
ଏପିସେ ବାସାଅଇରଇବା ଜିଉଦି ବିସ୍ବାସିମନ୍ ଆରି ଗିରିକ୍ ଲକ୍ମନ୍, ଏ ବିସଇ ସୁନି ଡରିଗାଲାଇ ଆରି ତେଇ ମାପ୍ରୁ ଜିସୁର୍ ନାଉଁ ଅଦିକ୍ ଡାକ୍ପୁଟା ଅଇଲା ।
ସେଟାର୍ ପାଇ ସେମନ୍ ମର୍ପାଇ ପରମେସରର୍ ଡାକ୍ପୁଟା କର୍ତେରଇଲାଇ ।
ମୁଇ ଦିଆନ୍ ଦେଇ ଆରି ଆସା କରି ଜାଗ୍ଲିନି । ମୁଇ ଜିବନ୍ ରଇଲେ କି ମର୍ବାକେ ଅଇଲେ ମିସା ମର୍ କାମ୍ଟାନେ ଏଲା ନ କରି । ମାତର୍ ଅଦିକାର୍ ସଙ୍ଗ୍ ରଇବା ଲକ୍ମନର୍ ମୁଆଟେ କାତା ଅଇବାକେ ମକେ ଅଦିକ୍ ସାଆସ୍ ଆଇସି । ଏନ୍ତାରିକରି ମୁଇ ଜେତ୍କି କାମ୍ କଲିନି, କିରିସ୍ଟକେ ଡାକ୍ପୁଟା କରାଇବି ।
କାଇକେବଇଲେ ନର୍ରୁପ୍ ଦାରିରଇବାବେଲେ ମିସା କିରିସ୍ଟ ପୁରାପୁରୁନ୍ ପର୍ମେସର୍ ରଇଲା ।
ସେଦିନେ ମାପ୍ରୁ ତାର୍ ଲକ୍ମନର୍ ଟାନେଅନି ଆରି ସବୁ ଲକ୍ମନର୍ ଟାନେଅନି ଡାକ୍ପୁଟା ଅଇ ସନ୍ମାନ୍ ପାଇସି । ଏମନର୍ ବିତ୍ରେ ତମେ ମିସା ମିସ୍ସା । କାଇକେବଇଲେ ଆମେ ଜନ୍ କବର୍ ଦେଇରଇଲୁ, ସେଟା ତମେ ବିସ୍ବାସ୍ କଲାସ୍ ଆରି ମାନ୍ଲାସ୍ ।
ଏନ୍ତାରି କଲେ ଆମର୍ ସବୁଲକର୍ ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ଜିବନ୍ ଦୁକାଇ ତମ୍କେ ମିସା ଡାକ୍ପୁଟା କରାଇସି । ଆରି ତମେ ମିସା ତାର୍ଟାନେ ଡାକ୍ପୁଟା ଅଇସା ।
ମାତର୍ ତମେ, ବାଚି ଅଇରଇବା ପର୍ମେସରର୍ କୁଟୁମ୍ । ଆରି ଆମର୍ ରାଜାର୍ ପୁଜାରି ଦଲ୍ । ପର୍ମେସରର୍ ଚକିତ୍ ଅଇଜିବା କାମ୍ ଜାନାଇବାକେ ସେ ବାଚିରଇବା ତାର୍ ନିଜର୍ ଲକ୍ ଅଇଆଚାସ୍ । ଆନ୍ଦାର୍ ବିତ୍ରେ ଅନି ତାର୍ କାବା ଅଇଜିବା ଉଜଲେ ଜିବାକେ ସେ ତମ୍କେ ଡାକି ଆଚେ ।