29 ଜିସୁର୍ ସିସ୍ମନ୍ କଇଲାଇ, “ଏବେ ତମେ ଆମ୍କେ କାତା ମଲ୍କାଇ ନ କଇକରି ସଲ୍କେସେ କଇଲାସ୍ନି ।
ଜିସୁ ଏନ୍ତାରି ଉଦାଅରଣ୍ ଦେଇ ସିକାଇତେ ରଇଲା । ଉଦାଅରଣ୍ ନ ଦେଇ ସେ କାଇଟା ମିସା ନ ସିକାଇତେ ରଇଲା ।
ଏ ସବୁ ବିସଇର୍ କାତା ଜିସୁ ତାର୍ ସିସ୍ମନ୍କେ କାଇଟାମିସା ନ ଲୁଚାଇକରି କୁଲାକୁଲି ବାବେ କଇଦେଲା । ସେ ବେଲା ପିତର୍ ଜିସୁକେ ଅଁତ୍ରେ ଡାକିନେଇକରି କଇଲା, “ତମେ କଇବା କାତା ସବୁ ସେନ୍ତି ନ ଅ ।”
ଜିସୁ ସେମନ୍କେ ଏନ୍ତି ଉଦାଅରଣ୍ ଦେଇ କଇଲା, ମାତର୍ ସେମନ୍ ତାର୍ ଅରତ୍ କାଇଟା ବଲି ବୁଜି ନାପାର୍ଲାଇ ।
“ମୁଇ ତମ୍କେ କାତା ମଲ୍କାଇ କରି ଏ ସବୁ କଇଲିନି, ଏନ୍ତି ବେଲା ଆଇସି, ତମ୍କେ ଆରି ମୁଇ କାତା ନ ମଲ୍କାଇ, ସଲ୍କେ ବାବାର୍ ବିସଇ କଇଦେବି ।