ଜଅନ୍ 16:25 - ସତିଅର୍ ବାଟ୍ ନୁଆ ନିୟମ୍ 202025 “ମୁଇ ତମ୍କେ କାତା ମଲ୍କାଇ କରି ଏ ସବୁ କଇଲିନି, ଏନ୍ତି ବେଲା ଆଇସି, ତମ୍କେ ଆରି ମୁଇ କାତା ନ ମଲ୍କାଇ, ସଲ୍କେ ବାବାର୍ ବିସଇ କଇଦେବି । အခန်းကိုကြည့်ပါ။ |
ଆମେ ଲୁଚ୍ତେ ରଇବା କାମ୍ କି ଲାଜ୍ କରାଇବା କାମ୍ କରୁନାଇ । ଆମେ ଲକ୍ମନ୍କେ ନାଡାଉ ନାଇ । ଆମେ ଜାନାଇତେରଇବା ମାପ୍ରୁର୍ ବାକିଅ ତେଇ ମିଚ୍ ସିକିଆ ମିସାଉ ନାଇ । ମାତର୍ ସବୁଲକ୍ ବୁଜ୍ଲାପାରା ସତ୍ ସିକିଆ ଦେଲୁନି । ଜେନ୍ତାର୍ କି, ମୁଇ କଇଲା ବାକିଅ ଲକ୍ମନ୍ ତାକର୍ ବିବେକ୍ଟାନେ ସତ୍ ବଲି ଜାନ୍ବାଇ । ଆମେ କର୍ବା ସବୁ କାମ୍ ପର୍ମେସରର୍ ମୁଆଟେ ଆଚେ ।