24 ତମେ ଏବେ ଜାକ ମର୍ ନାଉଁ ଦାରି କାଇଟା ମିସା ମାଙ୍ଗାସ୍ ନାଇତା । ଏବେ ମାଙ୍ଗା, ତେବେ ତମ୍କେ ମିଲ୍ସି । ଆରି ତମର୍ ସାର୍ଦା ପୁରାପୁରୁନ୍ ଅଇସି ।”
ସେଟାର୍ ପାଇ ତମେ ଏନ୍ତାରି ପାର୍ତନା କର୍ବାର୍ ଆଚେ । ଏ ଆମର୍ ସରଗର୍ ବାବା, ତମର୍ ସୁକଲ୍ ନାଉଁ ଡାକ୍ପୁଟା ପାଅ ।
ଆରି ଜିସୁ କଇଲା, “ତମେ କିଲ୍ବିଲ୍ ନ ଉଆ, ପର୍ମେସରର୍ଟାନେ ବିସ୍ବାସ୍ କରା । ଆରି ମର୍ଟାନେ ମିସା ବିସ୍ବାସ୍ କରା ।
ତମେ ଜଦି କାଇ ବିସଇ ମିସା ମର୍ ନାଉଁଦାରି ମାଙ୍ଗ୍ସା ବଇଲେ ମୁଇ ସେଟା ଦେବି ।
“ଜେନ୍ତିକି ମର୍ ସାର୍ଦା ତମର୍ ଟାନେ ରଇକରି, ସେ ସାର୍ଦା ପୁରାପୁରୁନ୍ ଅଇବାକେ ତମ୍କେ ଏ ସବୁ କାତା କଇଲିଆଚି ।
“ସେବେଲା ତମେ ମକେ ମୁଲ୍କେ ନ ପାଚାରାସ୍ । ମୁଇ ତମ୍କେ ସତ୍ କାତା କଇଲିନି, ତମେ ମର୍ ନାଉଁ ଦାରି ବାବାକେ କାଇଟା ମିସା ମାଙ୍ଗ୍ସା ବଇଲେ ସେଟା ଦେଇସି ।
ଜେ ବିବା ଅଇସି, ସେ ବର୍ ଦାଙ୍ଗ୍ଡା । ମାତର୍ ବର୍ ଦାଙ୍ଗ୍ଡାର୍ ଲଗେ ବରର୍ ସଙ୍ଗାରି ଟିଆଅଇ ତାର୍ କାତା ସୁନ୍ସି । ସେ ବର୍ ଦାଙ୍ଗ୍ଡାର୍ କାତା ସୁନି, ବେସି ସାର୍ଦା ଅଇସି । ସେନ୍ତାରିସେ ମର୍ ସାର୍ଦା ମିସା ପୁରାପୁରୁନ୍ ଅଇଲାଆଚେ ।
ଆମର୍ ବାବା ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
ମୁଇ ତମ୍କେ ବେସି ବିସଇ ଲେକ୍ବାକେ ମନ୍ କଲିନି, ମାତର୍ ଚିଟିଟାନେ ଲେକ୍ବାକେ ମନ୍ କରିନାଇ । ତାର୍ବାଦୁଲେ ଆସିକରି ତମର୍ ମୁଆଟେ କାତା ଅଇବି । ତେବେ ଆମେ ପୁରାପୁରୁନ୍ ସାର୍ଦା ଅଇବୁ ।