ଜଅନ୍ 16:19 - ସତିଅର୍ ବାଟ୍ ନୁଆ ନିୟମ୍ 202019 ସେମନ୍ ମକେ ପାଚାର୍ବାକେ ମନ୍ କଲାଇନି ବଲି ଜିସୁ ଜାନିକରି ସେମନ୍କେ କଇଲା, “ଚନେକ୍ ଗାଲେ ତମେ ଆରି ମକେ ଦେକି ନାପାରାସ୍ ଆରି ଚନେକ୍ ଗାଲାପଚେ ମକେ ଦେକ୍ସା ବଲି କଇଲା ଏ କାତା ନେଇକରି ତମର୍ ତମର୍ ବିତ୍ରେ କାଇକେ କୁଆବଲା ଅଇଲାସ୍ନି ? အခန်းကိုကြည့်ပါ။ |