22 ଜଦି ମୁଇ ଆସି ଏ ସବୁ ବିସଇ ସେମନ୍କେ ବୁଜାଇ ନ ରଇତି ବଇଲେ, ସେମନ୍ ଦସି ନ ଅଇତାଇ, ମାତର୍ ଏ ପାପର୍ ଚଲାଚଲ୍ତି ପାଇ କାଇ ଚାଲାକି ଦେକାଇ ନାପାରତ୍ ।
ସେନ୍ତାର୍ଆଲେ ଜନ୍ ଦିନେ ସେ ଜାଗି ନ ରଏ, ଆରି ସେ କେଡେବେଲେ ଆଇବାଟା ଜାନି ନ ରଏ, ସେ ସାଉକାର୍ ଆସି ତାକେ ବେସି ବଡ୍ ଡଣ୍ଡ୍ ଦେଇସି । ଆରି ବିସ୍ବାସ୍ ନ କର୍ବା ଲକର୍ ସଙ୍ଗ୍ ମିସାଇ ଦେଇସି ।”
ଜେ ମକେ ନିଚି କରି ମର୍ ବାକିଅ ନ ମାନେ, ମର୍ ଟଣ୍ଡର୍ ବାକିଅ ତାର୍ ବିଚାର୍ କାରିଆ ଅଇସି । ସାରାସାରି ଦିନେ ସେ ବାକିଅସେ ତାକେ ବିଚାର୍ କର୍ସି ।
ଜେ ମକେ ଗିନ୍ କର୍ସି, ସେ ମର୍ ବାବା ପର୍ମେସର୍କେ ମିସା ଗିନ୍ କର୍ସି ।
ଜଦି ମୁଇ ତାକର୍ ବିତ୍ରେ କାବା ଅଇଜିବା କାମ୍ ନ କରି ରଇଲେ, ସେମନ୍ ପାପି ବଲି ଦସି ନ ଅଇତାଇ । ମାତର୍ ସେମନ୍ ମୁଇ କଲା କାବାଅଇଜିବା କାମ୍ମନ୍ ଦେକ୍ଲାଇ ଆଚତ୍ । ଏନ୍ତି ବଇଲେ ମିସା ସେମନ୍ ମକେ ଆରି ମର୍ ବାବା ପର୍ମେସର୍କେ ଗିନ୍ କଲାଇ ଆଚତ୍ ।
ଏ ଦୁନିଆର୍ ଲକ୍ମନ୍ ପାପ୍ ବିସଇ ବୁଲ୍ ବୁଜ୍ଲାଇ ଆଚତ୍ । ସେ ଦେକାଇ ଦେଇସି ଜେ, ମକେ ବିସ୍ବାସ୍ ନ କର୍ବାଟାସେ ପାପ୍ ।
ଜିସୁ ତାକେ କଇଲା, “ପର୍ମେସର୍ ତକେ ଦେଲାକେସେ ମର୍ ଉପ୍ରେ ତର୍ ଅଦିକାର୍ ଆଚେ, ମାତର୍ ତର୍ଟାନେ ମକେ ଜେ ସର୍ପି ଦେଲାଆଚେ, ତାର୍ ପାପ୍ ଅଦିକ୍ ଜବର୍ ।”
ଜିସୁ ସେମନ୍କେ କଇଲା, “ତମେ କାଣା ଅଇରଇତାସ୍ ଆଲେ ଦସି ନ ଅଇତାସ୍ । ମାତର୍ ଦେକି ପାର୍ଲୁନି ବଲି କଇଲାସ୍ନିଜେ ଅଦିକ୍ ଦସି ।”
ଲକ୍ମନ୍ ପରମେସର୍କେ ଜାନି ନ ରଇଲା ବେଲେ, ସେ ଦସ୍ ଦାରି ନ ରଇଲା, ମାତର୍ ଏବେ ସବୁ ଜାଗାର୍ ସବୁ ଲକ୍ମନ୍କେ, ସେମନର୍ ପାପ୍ ବାଟେଅନି ବାଅଡ୍ବାକେ ଆଦେସ୍ ଦେଲାନି ।
ପରମେସର୍ ଜଗତ୍ ତିଆର୍ କଲାତେଇଅନି, ତାର୍ ନ ଦେକାଇଅଇବା ଗୁନ୍ ଅଇଲାନି, ତାର୍ କାବାଅଇଜିବା କାମ୍ ଆରି ନ ସାର୍ବା ବପୁ । ସେ ତିଆର୍ କଲା ବିସଇତେଇ ସେଟା ଦେକିଅଇଲାନି । ସେଟାର୍ ପାଇ ସେମନ୍ ନାଜାନୁବଲି କଇନାପାରତ୍ ।
ତେବେ ଏ ମର୍ ମଇତର୍ମନ୍, ତମେ କାଇ ବିନ୍ ଲକର୍ ବିଚାର୍ କଲାସ୍ନି କି ? ତମେ ଜେ ଅଇରଇଲେ ମିସା, ଏନ୍ତି କର୍ବାଟା ଟିକ୍ ନଏଁ । ବିନ୍ ଲକର୍ ଦସ୍ଦାରି ତମେ ଜଦି ନିଜେ ସେ ଦସ୍ କର୍ତେ ରଇସା ବଇଲେ, ତମେ ନିଜେ, ନିଜ୍କେ ଦସି ବଲାଇ ଅଇଲାସ୍ନି ।
ଏତାଇ ରୁଆ । ଜେ ଜଦି ଏଟା ନିକ କାମ୍ ବଲି ଜାନେ, ମାତର୍ ସେଟା ନ କରେ ବଇଲେ, ପର୍ମେସର୍ ଦେକ୍ବା ଇସାବେ ସେ ଦସ୍ କଲାଆଚେ ।
ତମେ ମୁକଲ୍ଲା ଲକ୍ମନ୍ ବଲି ତମର୍ ଜିବନର୍ ଚଲାଚଲ୍ତିତେଇ ଦେକାଆ । ମାତର୍ ଆମ୍କେ ମୁକ୍ତି ମିଲ୍ଲାଆଚେ ବଲି କାଇଟା ମିସା କର୍ବୁ ବଲି ନ ବାବିକରି ପର୍ମେସର୍କେ ସେବା କରା ।