ଜଅନ୍ 15:1 - ସତିଅର୍ ବାଟ୍ ନୁଆ ନିୟମ୍ 20201 “ମୁଇ ଅଇଲିନି ସତ୍ ଅଙ୍ଗୁର୍ ମାଲ୍ ଆରି ମର୍ ବାବା ଅଇଲାନି ଚାସି । အခန်းကိုကြည့်ပါ။ |
ଜିସୁ କଇଲା, “ଆରି ଗଟେକ୍ କାତା ସୁନା, ଗଟେକ୍ ସାଉକାର୍ ତାର୍ ଜମିଟାନେ ଅଙ୍ଗୁର୍ ଚାସ୍ କରିରଇଲା । ତେଇ ଚାରିବେଟ୍ତି ବାଡ୍ ବୁନ୍ଲା ଆରି ଅଙ୍ଗୁର୍ ପିଲ୍ବାକେ ଗଟେକ୍ କୁଣ୍ଡ୍ ତିଆର୍କଲା । ଆରି ଜାଗୁଆଲିର୍ ପାଇ ଗଟେକ୍ ମାଚା ମିସା ତିଆର୍ କରିଦେଲା । ତାର୍ ପଚେ ସେ ଜମି, ଚାସିମନ୍କେ ଆଦିବାଗ୍ ଇସାବେ ଦେଇକରି, ସାଉକାର୍ ବିଦେସେ ଉଟିଗାଲା ।”
ତାର୍ପଚେ ଜିସୁ ଲକ୍ମନ୍କେ ବୁଜାଇବାକେ କେତେଟା କାତାନି କଇବାର୍ ଦାର୍ଲା । ପର୍ତୁମ୍ କାତାନି ଅଇଲାନି, ଗଟେକ୍ ଲକ୍ ଗଟେକ୍ ଅଙ୍ଗୁର୍ବାଡ୍ ତିଆର୍କରି, ତାର୍ ଚାରିବେଡ୍ତି ବାଡ୍ ବୁନ୍ଲା, ଆରି ଅଙ୍ଗୁର୍ ପିଲ୍ବାକେ ଗଟେକ୍ କୁଣ୍ଡ୍ ତିଆର୍କଲା । ବାଡ୍ ଜାଗ୍ବାକେ ଗଟେକ୍ ଚାଙ୍ଗ୍ ତିଆର୍କଲା । ଚାସ୍ କର୍ବା ଲକ୍ମନ୍କେ ବାଡ୍ ଆଦିବାଗ୍ କର୍ବାକେ ଦେଇକରି, ସେ ଗଟେକ୍ ବିନ୍ ଦେସେ ଉଟିଗାଲା ।