5 ତମା ଜିସୁକେ କଇଲା, “ଏ ମାପ୍ରୁ ତମେ କନ୍ ଜାଗାଇ ଗାଲୁସ୍ନି, ସେଟା ଆମେ ନାଜାନୁ, ଆରି ତେଇ ଜିବା ବାଟ୍ କେନ୍ତି ଜାନ୍ବୁ ?”
ପିଲିପ୍ ଆରି ବାର୍ତଲମି, ତମା ଆରି ସିସ୍ତୁମାଙ୍ଗୁମନ୍ ମାତିିଉ, ଆଲ୍ପିର୍ ପଅ ଜାକୁବ୍ ଆରି ତଦିୟ,
ଜିସୁ ସେମନ୍କେ କଇଲା, “ଏ ପର୍ମେସର୍କେ ବିସ୍ବାସ୍ ନ ରଇବା ଆଜିକାଲିର୍ ଲକ୍ମନ୍, ତମେ ବିସ୍ବାସ୍ କର୍ବାକେ ଆରି କେତେ ଦିନ୍ ମୁଇ ତମର୍ ସଙ୍ଗ୍ ରଇବାର୍ ଆଚେ ? ଆରି କେତେଦିନ୍ ମୁଇ ସାଆସ୍ ଦାରି ତମର୍ ସଙ୍ଗ୍ ରଇବାର୍ ଆଚେ ? ସେ ପିଲାକେ ମର୍ଲଗେ ଆନା ।”
ସେବେଲେ ଜିସୁ ସେମନ୍କେ କଇଲା, “ତମେ କେତେକ୍ ବକୁଆ ଲକ୍ମନ୍, ବବିସତ୍ବକ୍ତାମନ୍ କଇଲା କାତା ବିସ୍ବାସ୍ କର୍ବାକେ କାଇକେ ଜାଗ୍ରତ୍ ଉଆସ୍ ନାଇ ?
ତେଇ ତମା ନାଉଁର୍ ଜାକେ କି ବିଦୁମ୍ ବଲି କଇବାଇ, ସେ ତାର୍ ସଙ୍ଗର୍ ସିସ୍ମନ୍କେ କଇଲା, “ଜୁ ଆମେ ମିସା ଗୁରୁର୍ ସଙ୍ଗ୍ ଜାଇ ତାର୍ସଙ୍ଗ୍ ମରୁ ।”
ମୁଇ ଜନ୍ ଜାଗାଇ ଗାଲିନି, ତମେ ସେ ଜାଗାଇ ଜିବା ବାଟ୍ ଜାନିଆଚାସ୍ ।”
ମୁଇ ତମ୍କେ ଜେନ୍ତି ଆଲାଦ୍ କଲିଆଚି, ସମାନ୍ ସେନ୍ତି ତମେ ମିସା ନିଜର୍ ନିଜର୍ ବିତ୍ରେ ଆଲାଦ୍ ଅଇକରି ରୁଆ । ଏଟାସେ ମର୍ ଆଦେସ୍ ।
“ମାତର୍ ମୁଇ ଏବେ ମର୍ ପାଟାଉର୍ ଲଗେ ଗାଲିନି । ଏଲେମିସା ତମର୍ ବିତ୍ରେ ଅନି କେ ମିସା ମକେ କେନେ ଜାଇସୁ ବଲି ପାଚାରାସ୍ ନାଇ ।