ଜଅନ୍ 14:28 - ସତିଅର୍ ବାଟ୍ ନୁଆ ନିୟମ୍ 202028 ମୁଇ ଜାଇଟା କଇରଇଲି, ସେଟା ସୁନିଆଚାସ୍ । ମୁଇ ଗାଲିନି ମାତର୍ ଆରି ତରେକ୍ ବାଉଡି ଆଇବି । ମକେ ଜଦି ଆଲାଦ୍ କର୍ତାସ୍ ବଇଲେ, ମୁଇ ବାବାର୍ ଲଗେ ଗାଲିନି ବଲି ସୁନି ସାର୍ଦା ଅଇତାସ୍, କାଇକେ ବଇଲେ ମର୍ ବାବା ମର୍ତେଇଅନି ବଡ୍ । အခန်းကိုကြည့်ပါ။ |