25 ମୁଇ ତମର୍ ଲଗେ ରଇକରିସେ ଏ ସବୁ କାତା କଇଲିନି ।
ଏବେ ଏ ଗଟ୍ନା ଅଇବା ଆଗ୍ତୁସେ ମୁଇ ତମ୍କେ ଏ କାତା କଇଲିନି । ଜେଡେବେଲା ଏ ଗଟ୍ନା ଗଟ୍ସି, ତମେ ମୁଇ ମସିଅ ବଲି ବିସ୍ବାସ୍ କର୍ସା ।
ଜେ ମକେ ଆଲାଦ୍ ନ କରେ, ସେ ମର୍ ବାକିଅ ନ ମାନେ । ଆରି ମୁଇ କଇବା ଏ କାତା ସବୁ ମର୍ତେଇ ଅନି ନଏଁ, ମାତର୍ ମକେ ପାଟାଇଲା ମର୍ ବାବାର୍ ତେଇଅନି କଇଲିନି ।”
ମାତର୍ ପର୍ମେସର୍ ଜନ୍ ସାଇଜକାରିଆ ସୁକଲ୍ ଆତ୍ମାକେ ମର୍ ନାଉଁ ଦାରି ତମର୍ ଲଗେ ପାଟାଇସି, ସେ ତମ୍କେ ସବୁ ବିସଇ ସିକାଇଦେଇସି ଆରି ମୁଇ ଜନ୍ ଜନ୍ କାତା କଇଲିଆଚି ସେଟା ସବୁ ତମ୍କେ ଏତାଇ ଦେଇସି ।
ଜାଇଟା ସବୁ ଗଟ୍ବାର୍ ଆଚେ ସେଟା ସବୁ ମୁଇ ତମ୍କେ ଆଗ୍ତୁ ଜାନାଇଦେଲି । ଜେନ୍ତିକି ସେଟା ସବୁ ଗଟ୍ଲେ, ତମେ ମକେ ବିସ୍ବାସ୍ କର୍ସା ।
“ଜେନ୍ତିକି ମର୍ ସାର୍ଦା ତମର୍ ଟାନେ ରଇକରି, ସେ ସାର୍ଦା ପୁରାପୁରୁନ୍ ଅଇବାକେ ତମ୍କେ ଏ ସବୁ କାତା କଇଲିଆଚି ।
“ମୁଇ ତମ୍କେ କେତେକ୍ କେତେକ୍ କାତା କଇବାର୍ ଆଚେ । ମାତର୍ ଏବେ ତମେ ସେ ସବୁ କାତା ଦାରିନାପାରାସ୍ ।