15 ତମେ ଜଦି ମକେ ଆଲାଦ୍ କର୍ସା, ମର୍ ଆଦେସ୍ ମିସା ମାନ୍ସା ।
“କେମିସା ଜଦି ନିଜର୍ ମାବାବାକେ ମର୍ତେଇଅନି ଅଦିକ୍ ଆଲାଦ୍ କର୍ସି, ସେ ମର୍ ସିସ୍ ଅଇନାପାରେ । ଆରି ଜନ୍ ଲକ୍ ମକେ ଆଲାଦ୍ କର୍ବାଟାନେ ଅନି ନିଜର୍ ପିଲାଟକିକେ ଅଦିକ୍ ଆଲାଦ୍ କର୍ସି ବଇଲେ ସେ ମର୍ ସିସ୍ ଅଇବାକେ ଅଦିକାର୍ ନ ପାଏ ।
ଜିସୁ ସେମନ୍କେ କଇଲା, “ଜଦି ପର୍ମେସର୍ ତମର୍ ବାବା ଅଇରଇଲେ, ତମେ ମକେ ଆଲାଦ୍ କର୍ତାସ୍ । କାଇକେ ବଇଲେ ମୁଇ ପର୍ମେସର୍ ତେଇଅନି ଆସି ଏବେ ଇତି ଆଚି । ମାତର୍ ନିଜର୍ ଅଦିକାରେ ଆସିନାଇ । ସେ ମକେ ଏ ଦୁନିଆଇ ପାଟାଇଲା ଆଚେ ।
ଜଦି କେ ମାପ୍ରୁକେ ଲାଡ୍ ନ କରେ, ସେ ଅବିସାପ୍ ପାଅ । ମାରାନାତା, ଆମର୍ ମାପ୍ରୁ ଆସ ।
କାଇକେବଇଲେ ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ଜିଇଲେ କାଇଲେ, ସୁନତ୍ ଅଇବାଟା କି ସୁନତ୍ ନ ଅଇବାଟା କାଇଟା ମିସା ନାଇ । ଏକାଇ ଗଟେକ୍ସେ ଦର୍କାର୍ ରଇଲା ବିସଇ । ସେଟା ଅଇଲାନି, ବିସ୍ବାସେ ଡାଟ୍ ରଇ ଆଲାଦ୍ ସଙ୍ଗ୍ ଦାଇତେ ରଇବା କାମ୍ କର୍ବାର୍ ।
ଆମର୍ ମାପ୍ରୁ ଜିସୁ କିରିସ୍ଟକେ ଜେତ୍କି ଲକ୍ ଆଲାଦ୍ କଲାଇନି, ସେମନ୍କେ ପର୍ମେସର୍ ତାର୍ ଜିବନ୍ ଦୁକାଇଲାଟା ଆରି ନ ସାର୍ବା ଆଲାଦ୍ ଦେଅ ।
ଏବେ ତମେ ତାକେ ନ ଦେକିରଇଲେ ମିସା ଆଲାଦ୍ କଲାସ୍ନି ଆରି ବିସ୍ବାସ୍ କଲାସ୍ନି । ସେଟାର୍ପାଇ ତମର୍ ସାର୍ଦା ବେସି ବଡ୍ ।
ଏ ଆଲାଦର୍ ଅରତ୍ ଅଇଲାନି ଆମେ ପର୍ମେସରର୍ ଆଦେସ୍ ସବୁ ମାନ୍ବାର୍ ଆଚେ । କିରିସ୍ଟ ସଙ୍ଗ୍ ଜିବାକେ ଆରାମ୍ କର୍ବା ବେଲେଅନି ଏଟା ଆମେ ସୁନି ଆଇଲୁନି । ତମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରା ।