ଜଅନ୍ 13:33 - ସତିଅର୍ ବାଟ୍ ନୁଆ ନିୟମ୍ 202033 ଏ ମର୍ ପିଲାମନ୍ ମୁଇ ତମର୍ ସଙ୍ଗ୍ ଚନେକର୍ପାଇ ରଇବି । ତାର୍ ପଚେ ତମେ ମକେ କଜ୍ସା, ଆରି ମୁଇ ଜନ୍ତି ଗାଲିନି ତମେ ତେଇ ଜାଇନାପାରାସ୍ । ଏ ବିସଇ ଜିଉଦି ନେତାମନ୍କେ ଜେନ୍ତି କଇରଇଲି, ସେନ୍ତି ଏବେ ତମ୍କେ ଆରିତରେକ୍ କଇଲିନି । အခန်းကိုကြည့်ပါ။ |