ଜଅନ୍ 13:31 - ସତିଅର୍ ବାଟ୍ ନୁଆ ନିୟମ୍ 202031 ଇସ୍କାରିୟତ୍ ଜିଉଦା ବାରଇକରି ଉଟିଗାଲା ପଚେ ଜିସୁ କଇଲା, “ଏବେ ପର୍ମେସରର୍ ତେଇଅନି ଆଇଲା ନର୍ପିଲା ମୁଇ ତାର୍ଟାନେଅନି ଡାକ୍ପୁଟା ପାଇବା ବେଲା ଆସିଆଚେ । ଆରି ମର୍ ଲାଗି ପର୍ମେସର୍ ମିସା ଡାକ୍ପୁଟା ପାଇସି । အခန်းကိုကြည့်ပါ။ |
ଜନ୍ ଲକ୍ମନ୍ କବର୍ ଜାନାଇଲାଇନି, ଆମେ ପର୍ମେସରର୍ କବର୍ ଜାନାଇଲୁନି, ବଲି ଜାଗ୍ରତ୍ ରଇବାର୍ ଆଚେ । ଜନ୍ ଲକ୍ମନ୍ ତାକର୍ ବାଇବଇନିମନ୍କେ ସେବା କଲାଇନି, ଆମେ ପର୍ମେସର୍ ବପୁ ଦେଲାକେସେ, ସେବାକଲୁନି ବଲି ଏତାଅତ୍ । ତମେ କରିରଇବା ସବୁ କାମେ ଜିସୁକିରିସ୍ଟର୍ଟାନେଅନି ପର୍ମେସର୍ ଡାକ୍ପୁଟା ପାଅ । ସେ ଆକା କାଲ୍ କାଲ୍ ଜୁଗ୍ ଜୁଗ୍ ମଇମା ଆରି ବପୁ ପାଇସି । ଆମେନ୍ !