28 ଜିସୁ ଏ କାତା ଇସ୍କାରିୟତ୍ ଜିଉଦାକେ କାଇକେ କଇଲା, ତେଇ କାଇବାକେ ବସି ରଇଲା ଲକ୍ମନର୍ ବିତ୍ରେଅନି କେମିସା, ବୁଜି ନାପାର୍ଲାଇ ।
ଇସ୍କାରିୟତ୍ ଜିଉଦା ରୁଟି ମାଙ୍ଗ୍ଲା ଦାପ୍ରେ ସଇତାନ୍ ତାର୍ ମନ୍ ବିତ୍ରେ ଜାଇକରି ଚାଲାଇବାର୍ ଦାର୍ଲା । ଜିସୁ ସେ ବେଲାଇ ତାକେ କଇଲା, “ତୁଇ ଜାଇଟା କର୍ବାକେ ଗାଲୁସ୍ନି ବେଗି କର୍ ।”
ଇସ୍କାରିୟତ୍ ଜିଉଦାର୍ ଲଗେ ଡାବୁ ପେଡି ରଇଲାଜେ କେତେଟା ସିସ୍ମନ୍ ପାଚାର୍ଲାଇ, “ପରବ୍ ପାଇ କାଇକାଇଟା ଦର୍କାର୍ ଆଚେ, ସେଟାର୍ପାଇ ନଇଲେ ଗରିବ୍ ଲକ୍ମନ୍କେ ଦାନ୍ଦେବାକେ ଜିସୁ ତାକେ କଇଲାଆଚେ ।”