26 ଜିସୁ କଇଲା, “ମୁଇ ଏ ରୁଟି ଜଲେ ଚବାଲି ଜାକେ ଦେବି, ସେ ଲକ୍ ସେ ।” ସେବେଲେ ସେ ରୁଟି ଜଲେ ଚବାଲି କରି ସିମନ୍ ଇସ୍କାରିୟତର୍ ପିଲା ଜିଉଦାକେ ଦେଲା ।
କିଣାନିୟ ସିମନ୍ ଜେ କି ଇସ୍ରାଏଲ୍ ଲକ୍ମନର୍ ମୁକ୍ତିର୍ ପାଇ ଚେସ୍ଟା କର୍ତେରଇଲା । ଆରି ଇସ୍କାରିୟତ୍ ଜିଉଦା, ଜେ ଜିସୁକେ ସତ୍ରୁମନ୍କେ ସର୍ପିଦେଇ ରଇଲା ।
ଜିସୁର୍ ବାର୍ଟା ସିସ୍ମନର୍ ବିତ୍ରେଅନି ଇସ୍କାରିୟତ୍ ଜିଉଦା ନାଉଁର୍ ଗଟେକ୍ ସିସ୍ ମୁକିଅ ପୁଜାରିମନର୍ ଲଗେ ଜାଇ ପାଚାର୍ଲା ।
ଜିସୁ କଇଲା, “ଜନ୍ ଲକ୍କି ମର୍ସଙ୍ଗ୍ ଗିନାତେଇ ରୁଟି ଚବାଲ୍ଲା, ସେ ଆକା ।” ସେ ମକେ ବିସ୍ବାସେ ବିସ୍ ଦେଲାପାରା କର୍ସି ।
“ମାତର୍ ଦେକା ଇତି ମର୍ସଙ୍ଗ୍ ବସି କାଇବା ଗଟେକ୍ ଲକ୍ସେ ବିରଦି ଲକ୍ମନର୍ ଆତେ ମକେ ଦାରାଇ ଦେଇସି ।
ତାର୍ ପଚେ ଇସ୍କାରିୟତ ଜିଉଦା ରୁଟି ମାଙ୍ଗି ଦାପ୍ରେ ବାରଇକରି ଉଟିଗାଲା । ସେ ବେଲେ ରାତି ଅଇରଇଲା ।